Latest Odisha News

BREAKING NEWS

କୋରାପୁଟ-ରାୟଗଡା ରୁଟରେ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ

ଭୁବନେଶ୍ୱର : କୋରାପୁଟ-ରାୟଗଡା ରୁଟରେ ଆଜି ସମସ୍ତ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ରୁଟ୍ରେ ସମସ୍ତ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଥିଲା । ମିଳିଥିବା ସୂଚନାନୁଯାୟୀ ଏହି ରୁଟରେ…

ସ୍ୱାଗତିକା ସ୍ୱାଇଁଙ୍କ ଉପନ୍ୟାସ ‘ନିକୁଲ’

ସ୍ୱାଗତିକା ସ୍ୱାଇଁଙ୍କ ଉପନ୍ୟାସ 'ନିକୁଲ' ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ ସ୍ୱାଗତିକା ସ୍ୱାଇଁ ‘ଝିଅ ପାଇଁ କବିତା’ ଲେଖି ଯେତିକି ପ୍ରଶଂସା ସାଉଁଟିଛନ୍ତି; ଅସଂପର୍କ, ଏଇ ଦୁଃଖର ନାଁ ନାଇଁ ଆଦି ଗଳ୍ପ ସଂକଳନରେ ପ୍ରିୟ ଗାଳ୍ପିକାର ଆସନ ଅଳଂକୃତ କରିଛନ୍ତି । ‘ନିକୁଲ୍’ ଉପନ୍ୟାସଟିରେ ଶିଶୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୬-୦୬-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୬ ରିଖ ବୁଧବାର ବାର ମିଥୁନ ୧୨ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ନବମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ଧନୁ…

ବିଶ୍ୱକପ କ୍ରିକେଟ: ଲର୍ଡ଼ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆଠୁ ହାର ମାନିଲା ଇଂଲଣ୍ଡ

ଲର୍ଡ଼ସ: କ୍ରିକେଟର ମକ୍କା ଲର୍ଡ଼ସ ଗ୍ରାଉଣ୍ଡରେ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଥିଲା ମ୍ୟାଚ । ଭରପୁର ଘରୋଇ ଦର୍ଶକଙ୍କ ଉପସ୍ଥିତିରେ କଙ୍ଗାରୁ ଦଳ ଆୟୋଜକ ଇଂଲଣ୍ଡକୁ ୬୪ ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି । ଟସ ଜିଣି ଇଂଲଣ୍ଡ…

ଭାରତରେ ସୋଆରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ମାଇକ୍ରୋସଫ୍ଟ

ଭୁବନେଶ୍ୱର: ଭାରତରେ ପ୍ରଥମ କରି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ରୁ ୨୦୨୦ ବ୍ୟାଚ ବିଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ୍ ନିଯୁକ୍ତି ଚୟନ ପ୍ରକ୍ରିୟା ଆରମ୍ଭ କରିଛି ମାଇକ୍ରୋସଫ୍ଟ…

ବାରମ୍ବାର ପ୍ରେମରେ

ବାରମ୍ବାର ପ୍ରେମରେ ନୀହାରିକା ମଲ୍ଲିକ ତୁମେ କୁହ ପ୍ରେମରେ ପଡିବା ସହଜ କ୍ଷଣଟିଏ ଲୋଡା, ଆଖିରେ ଆଖି ମିଶିବାକୁ ମନ ସହ ମନ ମିଶିବାକୁ ଆଉ ତାପରେ ବାସ୍ ହୋଇଯାଏ ପ୍ରେମ । ପରଖି ନିରେଖି ପ୍ରେମ କରିହୁଏନି , ଆଖିବୁଜି ବିଶ୍ଵାସର ସହ ପିଇଯାଅ ଆଉ ତା'ପରେ ଦେଖ ସବୁ ପ୍ରେମମୟ,…

ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ ଲାଗି ୩ ରେଳବାଇ କର୍ମଚାରୀ ମୃତ

ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନରେ ମଙ୍ଗଳବାର ଦିନ ଅପରାହ୍ନ ୪ଟା ୩୦ରେ ନିଆଁ ଲାଗିଯିବା ଯୋଗୁଁ ୩ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଲାଇନଚ୍ୟୁତ ହେବା ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଛି ଏବଂ ଏହି ଦୁର୍ଘଟଣାରେ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି ।…

ବିନା ସବସିଡିରେ ହଜ ଯାତ୍ରା କରିବେ ୨ ଲକ୍ଷ ଭାରତୀୟ

ଭୁବନେଶ୍ୱର : ଚଳିତ ବର୍ଷ ବିନା ସବସିଡିରେ ପ୍ରଥମ ଥର ପାଇଁ ୨ ଲକ୍ଷ ଭାରତୀୟ ମୁସଲମାନ ହଜ ଯାତ୍ରା କରିବେ । ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହୋଇଥିବା ହଜ ୨୦୧୯ ପ୍ରତିନିଧିମାନଙ୍କ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସ ନକଭି ଏନେଇ…

ମୁହଁକୁ ମିଠା, ଦେହକୁ ହିତ : ମହୁ

ଆଦିମ କାଳରୁ ମଣିଷ ମହୁର ବ୍ୟବହାର କରିଆସୁଛି । ସାତରୁ ସତୁରୀ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ଏହା ଖୁବ୍ ଦରକାରୀ । ଏମିତିକି ଆମ ଦେଶରେ ଶିଶୁଟିଏ ଜନ୍ମ ନେଲେ ବୁନ୍ଦାଏ ମହୁ ଦେଇ ତାକୁ ସ୍ୱାଗତ କରାଯାଇଥାଏ । ମହୁ ନଷ୍ଟ ନହୋଇ ହଜାର ହଜାର ବର୍ଷ ସୁରକ୍ଷିତ ରହିପାରେ । ତେଣୁ ଆମର ସଭ୍ୟତା…

ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡ଼ା: ହାୱଡ଼ା-ଜଗଦ୍ଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଛି । ଲାଇନଚ୍ୟୁତ ହୋଇଥିବା ୧୮୦୦୫ ନଂ ସମଲେଶ୍ୱରୀ ଏକ୍ସପ୍ରେସ ଏକ ଟାୱାର କାରକୁ ଧକ୍କା ଦେଇଥିଲା । ଏହାଫଳରେ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ,…