Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଉପଦେଶକୁ ମାନିଲେ ମନ୍ତ୍ରୀ, ପତ୍ନୀଙ୍କୁ ରୋଷେଇରେ କଲେ ସାହାଯ୍ୟ

ରୋଷେଇ ଘରେ ଗଣଶିକ୍ଷା ମନ୍ତ୍ରୀ । ଆଜି ମନ୍ତ୍ରୀ ସମୀର ଦାଶ ନିଜ ପତ୍ନୀଙ୍କୁ ରୋଷେଇରେ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ପତ୍ନୀଙ୍କୁ ସହଯୋଗ କରିବାକୁ ଯାଇ ଭଜା ଭାଜୁଥିବାର ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ ଡାଉନ…

କରୋନା ଆତଙ୍କ: କିପରି ସତର୍କ ରହିବା ଉଚିତ୍ ବରିଷ୍ଠ ନାଗରିକ…

ଭୁବନେଶ୍ୱର: ଘାତକ କରୋନା ମହାମାରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ୱରେ ଏଯାଏଁ ୩୫,୦୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଲେଣି । ଏହି ଭୂତାଣୁ ଜନିତ ସଂକ୍ରମଣ ଦେଶକୁ ଦେଶ ବ୍ୟାପୀ ଚାଲିଥିବା ବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ…

କୋଭିଡ-୧୯ ସହାୟତା: ୧୦ଟି ସଙ୍ଗଠନକୁ ଦାନ କଲେ ପ୍ରିୟଙ୍କା ଓ ନିକ୍

ୱାଶିଂଟନ: ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ ମିଳିତ ଭାବେ ୧୦ଟି ସଙ୍ଗଠନକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ୧୦ଟି ସଙ୍ଗଠନ କରୋନାଭାଇରସ ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ତଥା ଚିକିତ୍ସା ସାମଗ୍ରୀ ଯୋଗାଇବା କାମ କରନ୍ତି । …

ଓଡିଆ ପ୍ରବାସୀ ଶ୍ରମିକ: ଗୁଜରାଟରେ ଓଡିଶା ସରକାରଙ୍କ ପ୍ରତିନିଧି ହେଲେ ଅରୂପ ପଟ୍ଟନାୟକ

ଭୁବନେଶ୍ୱର: ‘ଓଡିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଗୁଜରାଟରେ ଓଡିଶା ସରକାରଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି । ଓଡିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାମ କରିବେ । ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ସମସ୍ୟା ବୁଝିବେ । ଦେଶରେ…

ପ୍ରଧାନମନ୍ତ୍ରୀଙ୍କ ମାଆ ହୀରା ବେନ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କଲେ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ- ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ସହାୟତାର ହାତ ବଢାଉଛନ୍ତି । ବ୍ୟକ୍ତିବିଶେଷ, ଅନୁଷ୍ଠାନ, ବିଧାୟକ ତଥା କର୍ପୋରେଟ ହାଉସଗୁଡିକ ପିଏମ୍ କେୟାର୍ସ ଫଣ୍ଡକୁ ଆର୍ଥିକ ସହାୟତା କରୁଛନ୍ତି । ଏବେ ଏଥିରେ ସାମିଲ ହୋଇଛନ୍ତି ନରେନ୍ଦ୍ର ମୋଦିଙ୍କ ମାଆ…

କରୋନାଭାଇରସ୍‌; କେତେ ସୁରକ୍ଷିତ ଭାରତର ଆଗଧାଡିର ଡାକ୍ତର ?

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଲଢେଇ କରୁଛନ୍ତି ଭାରତର ଅସଂଖ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏଥିପାଇଁ ରକ୍ଷା କବଚ ସାଜିଛି ପର୍ସନାଲ ପ୍ରୋଟେକ୍ସେନ ଇକ୍ୱିପମେଣ୍ଟ (PPE) । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଇନ୍‌ଭେଷ୍ଟ ଇଣ୍ଡିଆ ସଙ୍କେତ ଦେଇଥିଲା ଭାରତରେ PPE ଓ ମାସ୍କ ଭଳି…

ଆମ୍ବୁଲାନ୍ସକୁ ଅପବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ: ବାଗଚୀ

ଭୁବନେଶ୍ୱର: ଆମ୍ବୁଲାନ୍ସର ଅପବ୍ୟବାର କଲେ ଆଉ ତ୍ରାହି ନହିଁ । ରୋଗୀଙ୍କ ବଦଳରେ ପାସେଂଜର ବୋହିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ତାଲାବନ୍ଦ ସମୟରେ ମେଡିକାଲ କାମ କିମ୍ବା କରୋନା ମୁକାବିଲା ଛଡା ଅନ୍ୟ କୌଣସି କାମରେ ଆମ୍ବୁଲାନ୍ସକୁ ବ୍ୟବହାର କରୁଥିଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ ।…

ଓଡିଶା ସିନେ ୱାର୍କର୍ସଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ସାଂସଦ ଅନୁଭବ ମହାନ୍ତିଙ୍କ ନିବେଦନ

ଭୁବନେଶ୍ୱର: କରୋନା ଲକ୍ ଡାଉନ ଯୋଗୁଁ ଓଡିଶା ମୋସନସ୍ ଫିକ୍‌ଚର୍ସ ଟେକ୍ନିସିଆନ ଓ ୱାର୍କର୍ସ ଆସୋସିଏସନର ସଦସ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅନୁଭବ ମହାନ୍ତି ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂସଦ ଅନୁଭବ ଦେଇଥିବା ଏକ…

ନିଜାମୁଦ୍ଦିନ ଧାର୍ମିକସଭାରୁ ଫେରିଥିବା ୩ଜଣ ହୋଇଛନ୍ତି ଚିହ୍ନଟ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ମୁସଲିମ ଧାର୍ମିକ ସଭା ବା ତବ୍ଳିଗି ଜମାତରେ ଓଡ଼ିଶାରୁ ୧୫ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଓଡ଼ିଶାକୁ ନିଜାମୁଦ୍ଦିନରୁ ଫେରିଥିବା ୩ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହା ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା…

ଭୋଡ୍‌କା ପିଇଲେ ହେବନି କରୋନା !

ମସ୍କୋ: ଭୋଡକା ଦୂରେଇବ କରୋନା ସଂକ୍ରମଣ । ଭୋଡକା ପିଇଲେ ହେବନି କରୋନା । ଏଭଳି ମନ୍ତବ୍ୟ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେନକୋ । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠୁ ରାଜଧାନୀ ମସ୍କୋରେ ଲକଡାଉନ୍ ପାଳନ କରିଛନ୍ତି । ହେଲ…