Latest Odisha News

BREAKING NEWS

କରୋନା ସତର୍କତା: ଚଳିତ ବର୍ଷ ପାଳନ ହେବ ନାହିଁ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବୁଧବାର ଦିନ ଉତ୍କଳ ଦିବସ ପାଳନ କରିବା ପାଇଁ କୌଣସି ସରକାରୀ କାର୍ଯ୍ୟ ଆୟୋଜନ ନକରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ , “କରୋନା ବିରୁଦ୍ଧରେ ଲଢେଇ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧-୪-୨୦୨୦ ବୁଧବାର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ    ତା ୧ ରିଖ  ବୁଧବାର ମୀନ ୧୯ ଦିନ ଚୈତ୍ର  ଶୁକ୍ଳ ପକ୍ଷ ଅଷ୍ଟମୀ  ତିଥି  ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: କର୍କଟ  ରାଶିର  ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ, ବିଛା ଓ କୁମ୍ଭ…

ଓଡିଶାର ଚତୁର୍ଥ କରୋନା ପଜିଟିଭ୍ ରୋଗୀଙ୍କ ଠାରେ ନଥିଲା କୌଣସି ଲକ୍ଷଣ; କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ପାଇଁ…

ଭୁୁବନେଶ୍ୱର: ଦୁବାଇରୁ ଫେରିଥିବା ଭଦ୍ରକର ୨୯ ବର୍ଷୀୟ ଯୁବକ ଓଡିଶାର ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା କ୍ୱାରେଣ୍ଟାଇନ୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି । ସୂଚନା ଅନୁଯାୟୀ, ଚତୁର୍ଥ କରୋନା ପଜିଟିଭ ବ୍ୟକ୍ତିଙ୍କଠାରେ…

ମୋଦୀଙ୍କୁ ସମାଲୋଚନା କରି ପାକିସ୍ତାନୀ ମିଡ଼ିଆରେ ନିନ୍ଦିତ ହେଲେ ଇମ୍ରାନ !

ଇସଲାମାବାଦ: ଭାରତ ବିରୋଧରେ କୁତ୍ସାରଟନା କରିବା ହେଉ କି ମିଥ୍ୟା ଆରୋପ ଏହା ପାକିସ୍ତାନର ଅଭ୍ୟାସଗତ ପ୍ରକୃତି କହିଲେ ଚଳେ । ପୁଲୱାମା ଆକ୍ରମଣ ପରଠାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ…

ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ; ଭଦ୍ରକର ୨୯ ବର୍ଷୀୟ ଯୁବକ

ଭୁୁବନେଶ୍ୱର: ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଦୁବାଇରୁ ଫେରିଥିବା ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।…

ଜାଣନ୍ତୁ, ଦେଶର ୧୦ଟି କରୋନା ‘ହଟ୍‌ସ୍ପଟ୍‌’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତର ୧୦ଟି କରୋନା ଭୂତାଣୁ ସଂକ୍ରମଣ ହେବାର ସ୍ଥାନ ବା ହଟ୍‌ସ୍ପଟ୍ ଚିହ୍ନଟ କରିଛନ୍ତି । ଦେଶର ଏହି ୧୦ଟି କରୋନା ହଟ୍‌ସ୍ପଟ୍ ମଧ୍ୟରେ ରହିଛି ଦିଲ୍ଲୀର ଦିଲସାଦ୍ ଓ ନିଜାମୁଦ୍ଦିନ, ଉତ୍ତରପ୍ରଦେଶର ନୋଇଡ଼ା ଏବଂ ମୀରଟ । ସେହିପରି ରାଜସ୍ଥାନର ଭିଲୱାରା,…

ଓଡ଼ିଶାରେ ଏଯାଏଁ ସେହି ୩ ଜଣ କରୋନା ପଜିଟିଭ: ବାଗଚୀ

ଭୁବନେଶ୍ୱର: ଓଡ଼ିଶାରେ ଏଯାଏଁ ସେହି ୩ ଜଣ ହିଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ୪୭୩ ନମୁନାର ପରୀକ୍ଷା ହୋଇଥିବା ବେଳେ ୪୭୦ ନମୂନା ନେଗେଟିଭ୍ ଆସିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ଅନଲାଇନ୍ ଓ ୧୦୪ରେ ମୋଟ୍ ୧୧ ହଜାର ୫୭୫ ଜଣ ପଞ୍ଜୀକରଣ…

କରୋନା ସଚେତନତା: ବ୍ରହ୍ମପୁରରେ ରାସ୍ତାରେ ଲେଖାଯାଇଛି ବାର୍ତ୍ତା

ବ୍ରହ୍ମପୁର : କୋଭିଡ୧୯ ଭୟବହତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସଚେତନ କରିବାକୁ ଉଦ୍ୟମ ହେଉଛି । ତେବେ ରେଶମ ସହର ବ୍ରହ୍ମପୁରରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ଉପରେ ଚିତ୍ର କରି କରୋନା ସଚେତନତାର ବାର୍ତ୍ତା ଦିଆଯାଉଛି । ସହରର ଗେଟ୍ ବଜାର ଛକ, କମାପଲ୍ଲୀ ଛକ ପରି…

ବିପନ୍ନ ଅବସ୍ଥାରେ ବୁଲା ଜୀବଜନ୍ତୁଙ୍କ ଜୀବନ; ଲକ୍‌ଡାଉନରେ ଏହି ଯୁବକମାନେ ପାଲଟିଛନ୍ତି ଦେବଦୂତ !

ଭୁବନେଶ୍ୱର: କେବଳ ଓଡ଼ିଶା କାହିଁକି ସମଗ୍ର ଭାରତରେ ଲକ୍‌ଡାଉନର କଠୋର କଟକଣା ଓ ସଂଗରୋଧ ପରି କଡ଼ାକଡ଼ି ନିୟମ ପାଳନ ଯୋଗୁଁ ରାସ୍ତାକଡ଼ରେ ବୁଲୁଥିବା ଜୀବଜନ୍ତୁଙ୍କ ଜୀବନ ଏବେ ଅସହାୟ ହୋଇପଡ଼ିଛି । ଦୋକାନ ବଜାର ହେଉ କିମ୍ବା ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ୍ ବନ୍ଦ ରହିବା ଯୋଗୁଁ ରାସ୍ତାରେ ବୁଲି…

କରୋନା କବଳରେ ଭାରତ; ୨୪ ଘଣ୍ଟାରେ ୨୨୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୨୫୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୩୨ ଜଣ…