Latest Odisha News

BREAKING NEWS

ପ୍ରଦୀପ୍ତ ନାଏକ ହେଲେ ବିଜେପି ବିଧାୟକ ଦଳ ନେତା

ଭୁବନେଶ୍ୱର: ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଭାବେ ଚୟନ ହୋଇଥିବା ନେଇ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ବିରୋଧୀ ଦଳର ନେତା ଚୟନ ଲାଗି ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା…

ପୁଣି ଓଡ଼ିଶାରେ କଙ୍ଗାରୁ କୋର୍ଟ; ଗ୍ରାମବାସୀଙ୍କ ଦ୍ୱାରା ଲଣ୍ଡା ହେଲେ ପ୍ରେମୀଯୁଗଳ

ବାରିପଦା: ସର୍ବସମ୍ମୁଖରେ ପ୍ରେମୀଯୁଗଳଙ୍କୁ ଲଣ୍ଡା କରି କଙ୍ଗାରୁ କୋର୍ଟ ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜର ମଣ୍ଡୁଆ ଗାଁ’ରେ । ଏହି ଘଟଣାର ଏକ ଭିଡ଼ିଓ ଶନିବାର ଦିନ ରେକର୍ଡ଼ିଂ ହୋଇ ସୋମବାର ଦିନ ଭାଇରାଲ୍ ହେବାପରେ ଏସମ୍ପର୍କରେ ଜଣାପଡ଼ିଥିଲା । ମିଳିଥିବା…

ଝାଡ଼ଖଣ୍ଡ ଯୁବକଙ୍କ ମୃତ୍ୟୁ ଘଟଣାରେ ୫ ଗିରଫ, ସହ ୨ପୋଲିସ୍ କର୍ମଚାରୀ ନିଲମ୍ବିତ

ଝାଡ଼ଖଣ୍ଡ: ସଂଘବଦ୍ଧ ହୋଇ ଏକ ମୁସଲିମ ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଝାରଖଣ୍ଡ ପୋଲିସ ଆଜି ୫ ଜଣଙ୍କୁ ଗିରଫ କରିବା ସହ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଦୁଇ କର୍ମଚାରୀ ହେଲେ ଚନ୍ଦ୍ରମୋହନ ଓ ବିପିନ ବିହାରୀ । ପରିବାର ଲୋକଙ୍କ କହିବାନୁଯାୟୀ, ଶାମସ…

ବାତ୍ୟା କ୍ଷତିଗ୍ରସ୍ତ ୫ଟି ଜିଲ୍ଲାର ହିତାଧିକାରୀ ପାଇବେ ଅତିରିକ୍ତ ଏକ ମାସର ପେନସନ୍

ଭୁବନେଶ୍ୱର: ଫନୀ ବାତ୍ୟା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ୫ଟି ଜିଲ୍ଲାର ହିତାଧିକାରୀମାନେ ପାଇବେ ଅଧିକ ଏକ ମାସର ପେନସନ୍ । ମଧୁବାବୁ ପେନସନ୍ ଯୋଜନା (ଏମପିୱାଇ) ଏବଂ ନ୍ୟାସନାଲ୍ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମ (ଏନଏସଏପି) ଅନ୍ତର୍ଗତ ଯୋଜନାରେ ଏହି ଅତିରିକ୍ତ ପେନସନ ଯୋଗାଇଦିଆ ଯିବାକୁ…

ଅଖିଳେଶ-ମାୟାବତୀଙ୍କ ଏସପି-ବିଏସପି ମେଣ୍ଟ ଭାଙ୍ଗିଲା

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ କରିଥିବା ମେଣ୍ଟର ପୂର୍ଣ୍ଣଚ୍ଛେଦ ଟାଣିଥିବା ଖବର ଏନଡ଼ିଟିଭିରେ ପ୍ରକାଶିତ ହୋଇଛି । ଏବେଠାରୁ ସମାଜବାଦୀ ପାର୍ଟି ସହିତ ମେଣ୍ଟ ଚ୍ଛିନ୍ନ କରି ଆଗାମୀ ବିଧାନସଭା ନିର୍ବାଚନ ଏକାକୀ ବିଏସପି…

ମାଛ ଖାଇଲେ କେଉଁସବୁ ଫାଇଦା ହୋଇଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପାଟିରେ ଟିକେ ଆଇଁଷ ନବାଜିଲେ ବହୁ ଲୋକଙ୍କର ଭାତ ଉଠେନି। ବିଶେଷକରି ଉପକୂଳ ଓଡ଼ିଶାର ପ୍ରତିଟି ଘରେ ସପ୍ତାହରେ ଅତି କମରେ ଚାରିଦିନ ଆମିଷ ହୋଇଥାଏ। ତେବେ ମାଂସ ବା ଅଣ୍ଡା ଅପେକ୍ଷା ମାଛ ଅନେକଙ୍କର ପ୍ରିୟ ଖାଦ୍ୟ! ସୁଲଭ ହୋଇଥିବାରୁ ଧନୀଠୁ ଗରିବ ଯାଏ ସମସ୍ତଙ୍କ ପାଇଁ ମାଛ ଏକ ପ୍ରିୟ ଆଇଟମ।…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ଷ୍ଟାଡିୟମରେ ପାକିସ୍ତାନକୁ ସମର୍ଥନ କଲେ ଭାରତୀୟ ପ୍ରଶଂସକ

ଲଣ୍ଡନ : ଲଣ୍ଡନରେ ଚାଲିଛି ଆଇସିସି ବିଶ୍ୱକପ । ରବିବାର ଏହାର ଲଡର୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଭିତରେ ଦେଖିବାକୁ ମିଳିଥିଲା କଡା ମୁକାବିଲା । ଏହି ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ରନରେ ପରାସ୍ତ କରିଛି । ଭାରତଠୁ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନକୁ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ‘ଶାପୋରଜୀ ପାଲୋନଜୀ ଗ୍ରୁପ’ର ୫୧ ଲକ୍ଷ ଟଙ୍କା ଫନୀ ସହାୟତା ପ୍ରଦାନ

ଭୁବନେଶ୍ୱର: ଫନୀ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଲାଗି ଶାପୋରଜୀ ପାଲୋନଜୀ ଗ୍ରୁପ ପକ୍ଷରୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଗୋପାଳପୁର ବନ୍ଦର ନିର୍ଦ୍ଦେଶକ ତଥା ସିଇଓ ସନ୍ଦୀପ ଅଗ୍ରୱାଲ ଏବଂ ଶାପୋରଜୀ…

ମିସେସ୍ କୁଇନ୍ ଟାଇଟଲ ହାତେଇଲେ ଓଡିଆ ବୋହୁ

ଭୁବନେଶ୍ୱର: ଦିଲ୍ଲୀରେ ଓଡିଆ ବୋହୁଙ୍କ ସଫଳତା । ଦିଲ୍ଲୀର ଗୁରୁଗ୍ରାମ ଠାରେ ଆୟୋଜିତ ମିସ୍ ଇଣ୍ଡିଆ ହୋମ ମେକର (ଏମ.ଆଇ.ଏଚ.ଏମ) ପ୍ରତିଯୋଗିତାରେ ମିସେସ୍ କୁଇନ ୟୁନିର୍ଭସର ଟାଇଟେଲ ଜିତିଛନ୍ତି ଭୁବନେଶ୍ୱରର ପ୍ରତିମା ପଣ୍ଡା । ଭାରତର ବିଭିନ୍ନ ରାଜ୍ୟର ୪୬ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ…

କାଳବୈଶାଖୀ ଆଶଙ୍କା: ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କୋରାପୁଟ ଓ ମାଲକାନଗିରି ଆଦି…