‘ରିଜର୍ଭ ବ୍ୟାଙ୍କ’ ଇଡ଼ି ପଦବୀରେ ନିଯୁକ୍ତ ହେଲେ ଓଡ଼ିଆ ବ୍ୟାଙ୍କର୍ ରବି ମିଶ୍ର
ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବା ଏକଜିକ୍ୟୁଟିଭ ଡ଼ାଇରେକ୍ଟର୍ (ଇଡ଼ି) ପରି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ପଦୋନ୍ନତି ହୋଇଛନ୍ତି ଓଡ଼ିଶାର ବ୍ୟାଙ୍କର୍ ରବି ନାରାୟଣ ମିଶ୍ର ।
ଏହି ନୂତନ ପଦବୀରେ ନିଯୁକ୍ତ ହେବା ପରେ ଏହି ଓଡ଼ିଆ ବ୍ୟାଙ୍କର୍ ଭାରତୀୟ…