ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ ! ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି
ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ !
ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି
ସମ୍ପଦ ମହାପାତ୍ର
ଆମ ଚାରିପଟେ ଯୁଆଡେ ଚାହିଁବ ସିଆଡେ ପ୍ଲାଷ୍ଟିକ । କେବଳ ସେତିକି ନୁହେଁ, ଏହା ଆମ ଖାଦ୍ୟ ଶୃଂଖଳ ଭିତରେ ପଶି ସାରିଲାଣି । ଏମତିକି ଅଜାଣତରେ ଖାଦ୍ୟ ସହ ପ୍ରତି…