Latest Odisha News

BREAKING NEWS

ଭାବପ୍ରବଣ ହେଲେ ନବୀନ: ଓଡ଼ିଶାବାସୀଙ୍କୁ ଦେଲେ ଶ୍ରେୟ

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଦିନ ୫ମ ଥର ଲାଗି ନବୀନ ଶପଥ ଗ୍ରହଣ କରିବା ପରେ ଅତ୍ୟନ୍ତ ଭାବବିହ୍ୱଳ ହେବା ସହ ନିଜର ୧୯ ବର୍ଷ ଶାସନର ସ୍ମୁତିଚାରଣ କରିଛନ୍ତି । ଏହି ଅବସରରେ ନବୀନ ଟ୍ୱିଟ୍ କରିବା ସହିତ ନିଜ ଟ୍ୱିଟରେ ଏକ ଭିଡିଓ କ୍ଲିପ୍ ଟ୍ୟାଗ୍ କରିଛନ୍ତି । ଯାହା…

ବଲିଉଡ଼ ଫିଲ୍ମ ‘ମଲାଲ୍’ ଗୀତରେ ଓଡ଼ିଆ ଅଭିନେତ୍ରୀଙ୍କ କମାଲ୍…

ଭୁବନେଶ୍ୱର : ସଞ୍ଜୟ ଲୀଲା ଭସାଂଲିଙ୍କ ଆଗାମୀ ଚଳଚ୍ଚିତ୍ର ‘ମାଲାଲ’ରେ ଓଡ଼ିଆ ଆକ୍ଟ୍ରେସଙ୍କ କମାଲ୍ ଦେଖିବାକୁ ମିଳିବ । https://twitter.com/ishika_events/status/1133615719571001346 ଓଡିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର ଏକ ସ୍ପେଶାଲ ହିଟ୍ ନଂ ‘ଆଇଲା ରେ’ ଜରିଆରେ ବଡ ପରଦାରେ…

ଜାଣନ୍ତୁ, ନବୀନଙ୍କ ମନ୍ତ୍ରୀମଣ୍ଡଳରେ କେଉଁ ବିଭାଗ କିଏ ପାଇଲେ

ଭୁବନେଶ୍ୱର: କ୍ରମାଗତ ଭାବେ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି । ନବୀନ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଥିବା ବେଳେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ବିଭିନ୍ନ…

ଆରମ୍ଭ ହେଲା ନବୀନଙ୍କ ୫ମ ଇନିଂସ୍: ମନ୍ତ୍ରୀମଣ୍ଡଳରେ ୧୦ ନୂଆ ଚେହେରା

ଭୁବନେଶ୍ୱର: ବୁଧବାର ଦିନ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ରେକର୍ଡ଼ କରିଛନ୍ତି ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକ । ସେ ତାଙ୍କ ନୂତନ ମନ୍ତ୍ରୀମଣ୍ଡଳର ପଦ ଓ ୍ଗୋପନୀୟତାର ଶପଥ କରାଇବା ସହିତ ସଚିବାଳୟରେ ପହଞ୍ଚିଛନ୍ତି । ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରେ ୧୦ଟି ନୂଆ…

ଭାଇ-ଭଉଣୀଙ୍କ ସମେତ ବିଶିଷ୍ଟ ଶିଳ୍ପପତି ନବୀନଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ୨୦ ଜଣ ନେତା ବୁଧବାର ଦିନ ଇଡକୋ ପ୍ରଦର୍ଶନୀ ପଡିଆରେ ଶପଥ ଗ୍ରହଣ କରିଛନ୍ତି । ଏହି ଉତ୍ସବ ସମାପନ୍ନ ପରେ ନବୀନ ରାଜ୍ୟ ସଚିବାଳୟ ଅଭିମୁଖେ ଗସ୍ତ କରିଥିଲେ । ପରେ ସଚିବାଳୟ ସମ୍ମୁଖରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ: ଜାତୀୟ ଦଳରେ ୩ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଜାପାନର ହିରୋସିମାଠାରେ ଆସନ୍ତା ଜୁନ ୧୫ ତାରିଖଠାରୁ ଆରମ୍ଭ ହେଉଛି ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ ପ୍ରତିଯୋଗିତା । ଏହି ଆନ୍ତର୍ଜାତୀକ ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ପକ୍ଷରୁ ଏକ ୧୮ ଜଣିଆ ଦଳ ଘୋଷିତ ହୋଇଥିବା ବେଳେ ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍ ହୋଇଛନ୍ତି । ଏହି…

ଅମ୍ବା

ଅମ୍ବା ଭାସ୍ୱତୀ ବସୁ ମୁଁ ସାଦରେ ଗ୍ରହଣ କଲି ତୁମ ଆତ୍ମହତ୍ୟାର ଦାୟ। ଯୁଦ୍ଧକ୍ଷେତ୍ରେ ଅସ୍ତ୍ରତ୍ୟାଗ କରିଥିବା ତୁମ ଅହଂକାର ଯେ କେତେ ଅସହାୟ ମୋ ଛଡ଼ା ଅଧିକ କିଏ ଜାଣିଛି? ମୁଁ ହିଁ ଜାଣିଛି ଶିଖଣ୍ଡୀ ନୁହଁ ତୁମ ପରାଜୟ କେବଳ ଅମ୍ବା ପାଖରେ। ଆଜି ବି ତୁମ ଆଗରେ ସେଇ…

ଦିଆସିଲି ବିକୁଥିବା ଝିଅଟି

ଦିଆସିଲି ବିକୁଥିବା ଝିଅଟି ମୂଳରଚନା: ହାନ୍ସ କ୍ରିଷ୍ଟିଆନ୍ ଆଣ୍ଡରସନ୍ ଅନୁସୃଜନ: କିଶୋର ପାଣିଗ୍ରାହୀ ଚାଲିଚି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କର ଜନ୍ମଦିନ ପାଳନର ଉତ୍ସବ ଗୀର୍ଜାରେ, ସାହିରେ, ବସ୍ତିରେ, ଘରେଘରେ । ରାତି ପାହିଲେ ନୂଆବର୍ଷ । ଶେଷସଂଜ, ଶେଷରାତି ଆଜି; ଏଇ ପୁରୁଣାବର୍ଷର…

ମୋଦୀ ନବୀନଙ୍କୁ ଦେଲେ ପ୍ରତିଶୃତି, ଓଡ଼ିଶାର ବିକାଶ ଲାଗି କେନ୍ଦ୍ର କରିବ ସହଯୋଗ

ଭୁବନେଶ୍ୱର : ଓଡିଶାରେ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିବା ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ମୋଦି ଟ୍ୱିଟ୍ କରିଛନ୍ତି । ଉକ୍ତ ଟ୍ୱିଟରେ ମୋଦି ନବୀନ ଓ ତାଙ୍କ ଟିମକୁ ଶୁଭକାମନା ଜଣାଇବା ସହ ଓଡିଶାର ପ୍ରଗତି ଲାଗି…

ଦୁଃଖ ଦୋରସ୍ତ

ଦୁଃଖ ଦୋରସ୍ତ ରକ୍ଷକ ନାୟକ ତୁମକୁ ମନେ ପକେଇବା ବି ପାପ କହନ୍ତି ପଣ୍ଡିତମାନେ । ମନ କିନ୍ତୁ ସାର୍ବଭୌମ ନିଜେ ତିଆରି କରେ ନିଜର ନିୟମ । ଗୋଟେ ଦିନରୁ ଖରାବେଳକୁ କେମିତି ଫେଡ଼ିଦେବି, ଖରାବେଳ ହିଁ ଦିନଟାକୁ ଝାଳୁଆ କରି ଦେଇଥିଲା । ବହୁତ କଥା କହି ହୁଏନି ତେଣୁ…