Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ବର୍ଷକର ଦରମା ଦାନ କଲେ ନବୀନ

ଭୁବନେଶ୍ୱର : ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ଓଡିଶାବାସୀଙ୍କ ଜନଜୀବନ ସ୍ୱାଭାବିକ ଓ ପୁର୍ନରୁଦ୍ଧାର ତଥା ବିପନ୍ନଙ୍କ ସହାୟତା ଲାଗି ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବର୍ଷକର ଦରମା ଏହି ରିଲିଫ୍ ଫଣ୍ଡକୁ ପ୍ରଦାନ ଲାଗି ଘୋଷଣା କରିଛନ୍ତି । ଏନେଇ ଏକ…

ଦେଖନ୍ତୁ, ଆକାଶମାର୍ଗରୁ ବାତ୍ୟା ଫନିର ଭୟାନକ ଚିତ୍ର…

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନିର ଦୃଶ୍ୟ ଏଯାଏଁ ମନରୁ ଲିଭିନାହିଁ । କିଛି ଘଣ୍ଟାର ତାଣ୍ଡବ ଲୀଳା ରଚିଥିଲା ଫନି, ମାତ୍ର ଏଯାଏଁ ସେହି ବାତ୍ୟାର ବିଭତ୍ସ ରୂପ ମନରେ ଭୟ ସଞ୍ଚାର କରୁଛି । ଏହି ବାତ୍ୟା ପ୍ରଭାବରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ ଆଦି ସହର ଏବଂ ଏହାର ଆଖପାଖ…

ଭୁବନେଶ୍ୱରରେ ପାନୀୟ ଜଳ ଲାଗି ଡ଼ହଳବିକଳ ହେଉଛନ୍ତି ସ୍ଥାନୀୟ ବାସିନ୍ଦା, ବିଦ୍ୟୁତ ସେବା ଠପ୍

ଭୁବନେଶ୍ୱର: ଭୟଙ୍କର ବାତ୍ୟାକୁ ତିନିଦିନ ହୋଇଗଲାଣି ଅଥଚ ଖୋଦ ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେପରି ଭାବେ ତତ୍ପରତା ପାଇବା କଥା ତାହା ହେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି । ପ୍ରଳୟଙ୍କରୀ ବାତ୍ୟା ପ୍ରଭାବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଥିବା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟାଞ୍ଚଳ ପରିଦର୍ଶନ କଲେ, ଆହୁରି ୧ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ଭୟଙ୍କର ମହାବାତ୍ୟା ଫନି ପ୍ରଭାବରେ ଓଡ଼ିଶାରେ ଅସମ୍ଭବ କ୍ଷୟକ୍ଷତି ଘଟିଛି । ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ବୁଲି ଦେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ,…

ପ୍ରଳୟଙ୍କରୀ ବାତ୍ୟାରେ ‘ଓଡ଼ିଶା ପୋଲିସ’ ବିଭାଗର ପ୍ରଶଂସନୀୟ କାର୍ଯ୍ୟ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନି ଭୀଷଣ ରୂପ ଧାରଣ କରି ପୁରୀ, ଭୁବନେଶ୍ୱର, ଜଟଣୀ ଏବଂ ଖୋର୍ଦ୍ଧା ସମେତ ଓଡ଼ିଶାର ଅନେକ ଅଞ୍ଚଳକୁ ଯେପରି ଭାବେ କ୍ଷତିଗ୍ରସ୍ତ କରିଦେଇଛି ତାହାର ବର୍ଣ୍ଣନା ଏଠାରେ ସମ୍ଭବ ନୁହେଁ । ବାତ୍ୟା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ…

ବାତ୍ୟା ପରର ଭୁବନେଶ୍ୱର: ସରସ ସୁନ୍ଦର ସହର ଏବେ ଛାରଖାର…

ଭୁବନେଶ୍ୱର: କିଛି ଘଣ୍ଟାର ତାଣ୍ଡବ ଲୀଳା ରଚିଥିଲା ଭୟଙ୍କର ବାତ୍ୟା ଫନି । ମାତ୍ର କେହି ବି ଭାବି ନଥିଲେ ଏହି ବାତ୍ୟାର ପ୍ରକୋପ ଯେ ଏପରି ବିଭତ୍ସ ଏବଂ ଭୟଙ୍କର ହେବ ବୋଲି । ସର୍ବାଧିକ ଘଣ୍ଟା ପ୍ରତି ୧୫୦ ରୁ ୧୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିଲା, ମାତ୍ର ଏବେ କେହି କେହି…

ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ପ୍ରଳୟ ରଚିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ପୁରୀର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି । ବାତ୍ୟା…

ପ୍ରଳୟଙ୍କରୀ ଫନୀ ବାତ୍ୟା ପରେ ରାଜଧାନୀ ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ଅବସ୍ଥା

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନୀ ପ୍ରଭାବରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅବସ୍ଥା ସଙ୍ଗୀନ । ପ୍ରଳୟଙ୍କରୀ ବାତ୍ୟା ଫନୀ ଚାଲିଯାଇଛି ମାତ୍ର, ରାଜଧାନୀର ରାଜରାସ୍ତା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । ଅନେକ ଘର ବାତ୍ୟାରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ତ କେଉଁଠି ଘରର ଅର୍ଧାଧିକ ଭାଗ ନଷ୍ଟ…

ଜନ୍ମନେଲା ‘ଲେଡି ଫନି’

ଭୁବନେଶ୍ୱର: ମହାବାତ୍ୟା ଫନି ରାଜଧାନୀ ଛୁଉଁଛୁଉଁ ଭୁବନେଶ୍ୱରରେ ଏକ ହସ୍‍ପିଟାଲରେ ଭୂମିଷ୍ଠ ହୋଇଛି ଜଣେ ଶିଶୁ କନ୍ୟା । ବାହାରେ ଯେତେବେଳେ ୧୦୦ରୁ ଅଧିକ ବେଗରେ ବର୍ଷା-ପବନ, ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ପଡ଼ୁଛି, ବିଜୁଳି ଯୋଗାଯୋଗ ବ୍ୟାହତ, ଚ୍ୟାନେଲ୍‍ରେ ନୋ ସିଗ୍‍ନାଲ୍‍... ଠିକ୍‍…

ଭୁବନେଶ୍ୱରରେ ଫନି: ଗଛ ପଡ଼ି ଭାଂଗିଲା କୁଡ଼ିଆ, ମହିଳା ଉଦ୍ଧାର

ଭୁବନେଶ୍ୱର: ମହାବାତ୍ୟା ଫନି ଶୁକ୍ରବାର ସକାଳେ ପୁରୀରେ ସ୍ଥଳଭାଗ ଛୁଇଁବା ପରେ ରାଜଧାନୀ ଭୁବନେଶ୍ୱରରେ ତାର ତୀବ୍ର ପ୍ରଭାବ ଲକ୍ଷ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବା ସହ କେତେକ ଅଂଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା କଡ଼ରେ ଅସ୍ଥାୟୀ…