Latest Odisha News

BREAKING NEWS

କରୋନା ଆତଙ୍କ: ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷିତ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ନିମନ୍ତେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି…

କରୋନାଭାଇରସ ଆତଙ୍କ; ପିପିଲି ଗେଟରେ ଯାତ୍ରୀଙ୍କୁ କରାଯିବ ଯାଞ୍ଚ

ପୁରୀ: ଦିନକୁ ଦିନ କରୋନାଭାଇରସର ଆତଙ୍କ ବଢୁଥିବା ବେଳେ ଏବେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପିପିଲି ପ୍ରବେଶ ପଥରେ ଉଭୟ ଯାନବାହାନ ଏବଂ ଯାତ୍ରୀଙ୍କୁ କଡାକଡି ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୁରୀ କଲେକ୍ଟର ବଲୱନ୍ତ ସିଂ କହିଛନ୍ତି, ସଡକ ପରିବହନ, ପୋଲିସ ଏବଂ…

ସଚେତନତା ହିଁ ସଂକ୍ରମଣକୁ ରୋକିପାରିବ; କରୋନା ଲାଗି ଆହୁରି ବଢିପାରେ କଟକଣା !

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଘାତକ କୋଭିଡ଼ ୧୯ ଭୂତାଣୁ ସଂକ୍ରମିତ ହେବା ରୋକିବା ଲାଗି ବିଭିନ୍ନ ପ୍ରତିଷେଧାତ୍ମକ ପଦକ୍ଷେପମାନେ ଗ୍ରହଣ କରିବାରେ ଲାଗିଛନ୍ତି । ସାରା ବିଶ୍ୱରେ ଏହି ମରଣାନ୍ତକ କରୋନା ଭାଇରସ୍ ପ୍ରାୟ ୧୫୬ଟି ଦେଶକୁ ସଂକ୍ରମିତ ହୋଇସାରିଲାଣି । କରୋନା…

କରୋନା ମୁକାବିଲା: ଛୁଟି ଦିନରେ ଖୋଲା ରହିବ ସରକାରୀ କାର୍ଯ୍ୟାଳୟ

ପୁରୀ: ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କର କରୋନାଭାଇରସ୍ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ଏବେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟିଦିନରେ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ କାର‌୍ୟ୍ୟାଳୟ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ସୂଚନା ମୁତାବକ, ଏହି ଅବଧି…

କରୋନାଭାଇରସ: ୨୪ ଘଣ୍ଟାରେ ଇଟାଲିରେ ୩୬୮ ମୃତ

ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୮୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୨୧ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସ୍…

ପରଲୋକରେ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶଖ ବାଚୁ ମୁଖାର୍ଜୀ ରବିବାର ସନ୍ଧ୍ୟାରେ ବାରିପଦାଠାରେ ଶେଷ ନଶ୍ୱାସ ତ୍ୟାଗ କରିଛନ୍ତି । ସିନେ ଜଗତରେ ସେ ବାଚୁ ଦା ନାମରେ ବେଶ୍ ପରିଚିତ ଥିଲେ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଫୁଲଚନ୍ଦନ…

କରୋନା ସଂକ୍ରମଣ ନେଇ ବିଏମ୍‌ସିରେ ଖୋଲିଲା ସ୍ୱତନ୍ତ୍ର କୋଭିଡ-୧୯ ସେଲ୍

ଭୁବନେଶ୍ୱର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୋମବାରଠାରୁ ଏକ ସ୍ୱତନ୍ତ୍ର କୋଭିଡ୍‌-୧୯ କକ୍ଷ ଖୋଲାଯିବା ନେଇ ଘୋଷଣା କରାଯାଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବା ଏହି ସ୍ୱତନ୍ତ୍ର ସେଲ୍ କରୋନା ଭୂତାଣୁ ସଂକ୍ରମଣ…

କରୋନା ସଂକ୍ରମଣ ନେଇ ହସ୍ପିଟାଲ, ହୋଟେଲ ଓ ପାର୍କ ପାଇଁ ଏସ୍‌ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଏମସି ପକ୍ଷରୁ ସହରର ସମସ୍ତ ହସ୍ପିଟାଲ, ହୋଟେଲ ଏବଂ ପାର୍କଗୁଡିକ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଏସ୍‌ଓପି) ଜାରି କରାଯାଇଛି । ଗତ ରବିବାର ବିଏମସି ସମ୍ମିଳନୀ କକ୍ଷରେ ରାଜଧାନୀର ସମସ୍ତ ଘରୋଇ ହସ୍ପିଟାଲ,…

କରୋନା ସଂକ୍ରମଣ ବିପଦ: ଆଜିଠୁ ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସପିଂ ମଲ ବନ୍ଦ

ଭୁବନେଶ୍ୱର: ଆଜିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ସହରର ସମସ୍ତ ସପିଂ ମଲକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ୍ ପୋଲିସ । ଓଡିଶା ଅର୍ବାନ ପୋଲିସ ଆକ୍ଟର ଧାରା ୩୫ ଅନୁଯାୟୀ ପୋଲିସ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । କରୋନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୩-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୧୬ ରିଖ  ସୋମବାର ମୀନ ୩ ଦିନ ଚୈତ୍ର  ମାସ କୃଷ୍ଣ ପକ୍ଷ   ଅଷ୍ଟମୀ ତିଥି  ଜ୍ଯେଷ୍ଠା   ନକ୍ଷତ୍ର  ବିଛା ଚନ୍ଦ୍ର  ଘାତ ବାର: ମିଥୁନ ରାଶିର  ଘାତ ଚନ୍ଦ୍ର: ସିଂହ କନ୍ୟା ଓ  ମକର ରାଶି…