ଅତି ନିକଟତର ହେଲା ବାତ୍ୟା ଫନି, ପୁରୀ ଓ ଗଞ୍ଜାମରେ ବର୍ଷା ଜାରି
ପୁରୀ/ଭୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ନିକଟତର ହେବାରେ ଲାଗିଛି। ଏହା ପୁରୀ ଜିଲ୍ଲା ସାତପଡା ଓ ଏହାର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ସହ ପବନର ବେଗ ବଢିବାରେ ଲାଗିଛି।
କିଛି ସମୟ ମଧ୍ୟରେ ବାତ୍ୟା ଫନି ପୁରୀ ଓ ଗୋପାଳ ପୁର ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଏହି…