କରୋନାଭାଇରସ୍ ଆତଙ୍କ: ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ଦିଲ୍ଲୀର ପ୍ରଥମ ‘ପଜିଟିଭ୍ ରୋଗୀ’
ଭୁବନେଶ୍ୱର: ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ରାଜଧାନୀ ଦିଲ୍ଲୀର ପ୍ରଥମ କରୋନାଭାଇରସ୍ ପଜିଟିଭ୍ ରୋଗୀ । ମୟୂର ବିହାର ଅଞ୍ଚଳର ୪୫ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି।
ଏହି ବ୍ୟକ୍ତିଙ୍କୁ ଶନିବାର ଦିନ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରୁ ଡିସଚାର୍ଜ…