ପ୍ରଶଂସକଙ୍କୁ ପସନ୍ଦ ଆସୁଛି ଧୋନୀଙ୍କ ନୂଆ ଲୁକ୍
ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂତନ ଲୁକ୍ ଏବେ ଚର୍ଚ୍ଚାର କାରଣ ସାଜିଛି । ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଭିଡିଓରେ ଧୋନୀ ଫ୍ରେଂଚ କଟ୍ ଦାଢ଼ିରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର ଦେଖା ଯାଉଥିଲେ । ତାଙ୍କର ଏହି ଷ୍ଟାଇଲ ଏବେ ସୋସିଆଲ…