କଲ୍ଗାର୍ଲ
କଲ୍ଗାର୍ଲ
ଭରତ ବେହେରା
ଓଦା ଥିଲା ଆଧାର
ଥାପିବା କ୍ଷଣି ପାଦ
ଥଲଥଲ ହେଉଥିଲା ଗତି ମୁଣ୍ଡାମୁଣ୍ଡି
ବରାବର ବାଟବଣା ବୟସର
କଲ୍ଗାର୍ଲର କୋମଳ ତଳିପା ।
ସେମାନଙ୍କ ତଳିପା ତଳର ମାଟି
ହୋଇପାରିନାହିଁ ଏକାନ୍ତ ନିଜର
ମଥାନ ତଳର ମୁହଁମାନେ
ଦିଶନ୍ତିନି ନିବିଡ଼ ନିବିଷ୍ଟ ।…