ସତର୍କତା ଅବଲମ୍ବନ ହିଁ କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ପ୍ରତିଷେଧକ
ଭୁବନେଶ୍ୱର: ସଂପ୍ରତି ବିଶ୍ୱର ଅନେକ ଦେଶ କରୋନା ଭୂତାଣୁ(କୋଭିଡ୍-୧୯) ର ସଂକ୍ରମଣରେ ପ୍ରଭାବିତ ହୋଇଛନ୍ତି । ସତର୍କତା ଅବଲମ୍ବନ ହିଁ କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ପ୍ରତିଷେଧକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି ।…