ବସ୍ତା ଆସନରୁ ବିଜେପି ଟିକଟରେ ଲଢିବେ ପୂର୍ବତନ ବିଜେଡ଼ି ନେତା ରଘୁନାଥ ମହାନ୍ତି
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ପକ୍ଷରୁ ବୁଧବାର ରାତିରେ ୫ମ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏହି ତାଲିକାନୁଯାୟୀ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବିଧାନସଭା ଆସନରୁ ପୂର୍ବତନ ବିଜେଡ଼ି ନେତା ତଥା ମନ୍ତ୍ରୀ ରଘୁନାଥ…