ସର୍ବ ଭାରତୀୟ ରେଲୱେ ପେଣ୍ଟିଂସ: ପୂର୍ବତଟ ରେଳବାଇ କର୍ମଚାରୀ ପୁଣି ଜିତିଲେ ପ୍ରତିଯୋଗିତା
ଭୁବନେଶ୍ୱର: ସର୍ବଭାରତୀୟ ରେଲୱେ ପେଣ୍ଟିଂସ ପ୍ରତିଯୋଗିତାରେ ପୂର୍ବତଟ ରେଳବାଇ କର୍ମଚାରୀ କ୍ରମାଗତ ଭାବେ ଦ୍ୱିତୀୟଥର ଲାଗି ଶ୍ରେଷ୍ଠସ୍ଥାନ ଅଧିକାର କରିଛନ୍ତି ।
ରେଳବାଇ ବୋର୍ଡ ଦ୍ୱାରା ଗୌହାଟୀ ଠାରେ ଅନୁଷ୍ଠିତ ସର୍ବଭାରତୀୟ ରେଳବାଇ ପେଣ୍ଟିଙ୍ଗସ ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥ…