ନିୟମ ଭାଙ୍ଗି ନାଲିଆଖି ଦେଖାଇଲେ ମହିଳା, କହିଲେ ଦେବିନି ଫାଇନ୍
ଭୁବନେଶ୍ୱର: ନିୟମ ଭାଙ୍ଗି ପୋଲିସକୁ ନାଲିଆଖି ଦେଖାଇଲେ ମହିଳା । ଗାଡି ଚେକିଂ ବେଳେ ରାଜମହଲ ଛକରେ ଦେଖିବାକୁ ମିଳିଛି କିଭଳି ଏଭଳି ଦୃଶ୍ୟ । ରଙ୍ଗରୁଟ୍ ଡ୍ରାଇଭିଂ ଚେକିଂ ବେଳେ ସେଠାରେ ଉତେଜନା ଦେଖାଦେଇଛି ।
ଭୁବନେଶ୍ୱର ରାଜମହଲ ଛକରେ ଜଣେ ମହିଳା ଚାଳକ ଆଜି ରଙ୍ଗରୁଟ୍ରେ ଆସୁଥିବା ବେଳେ…