Latest Odisha News

BREAKING NEWS

ସୁଲତାନ ଆଜଲାନ ଶାହ କପ୍ ହକି: ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ସାମିଲ୍

ଭୁବନେଶ୍ୱର: ବିଶ୍ୱ ହକିର ଅନ୍ୟତମ ଚର୍ଚ୍ଚିତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ‘ସୁଲତାନ ଆଜଲାନ ଶାହ ହକି କପ’ ଲାଗି ଭାରତୀୟ ଜାତୀୟ ଦଳରେ ୩ ଜଣ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୨୩ ତାରିଖଠାରୁ ମାଲେସିଆର…

ଆପୋଷ ଆଲୋଚନା ହିଁ ମହାନଦୀ ଜଳ ବିବାଦକୁ ସମାଧାନ କରିପାରିବ : ଛତିଶଗଡ଼ ମନ୍ତ୍ରୀ

ଭୁବନେଶ୍ୱର : ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିରହିଥିବା ବିବାଦ ଖୁବଶୀଘ୍ର ସମାଧାନ ହେବ ବୋଲି ବୁଧବାର ଦିନ ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଛତିଶଗଡ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି ଏସ୍ ସିଂହଦେଓ ଆଶା ପ୍ରକଟ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ…

କେନ୍ଦ୍ରାପଡାର ମହାକାଳପଡାରେ ଆରମ୍ଭ ହେଲା ବୋଟ୍ ଆମ୍ବୁଲାନ୍ସ ସେବା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ବତିଘର ଓ ଜମ୍ବୁ ପଞ୍ଚାୟତର ସୁଦୂର ତଥା ଅପହଞ୍ଚ ଅଞ୍ଚଳଗୁଡିକ ଲାଗି ବୁଧବାର ଦିନ ୧୦୮ ବୋଟ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି । ଯାହାଫଳରେ ନଦୀ ନାଳ ଘେରା ଅଞ୍ଚଳବାସୀ ଉପକୃତ ହେବେ । ମହାକାଳପଡା ବିଧାୟକ…

ବଲାଙ୍ଗିରର ପାଟଣାଗଡ ହସ୍ପିଟାଲରୁ ନବଜାତ ଶିଶୁପୁତ୍ର ଚୋରି

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଥିବା ସରକାରୀ ହସ୍ପିଟାଲରୁ ଏକ ନବଜାତ ଶିଶୁକୁ ଜଣେ ଅଜଣା ମହିଳା ଚୋରି କରିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ତେଲନପଲ୍ଲୀ ଅଞ୍ଚଳର ଜଣେ ମହିଳା ରବିବାର ଦିନ ଉକ୍ତ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମେଡିକାଲରେ…

ପୁରୀ: ଜୁନିୟର କଲେଜରୁ ସିସିଟିଭି କ୍ୟାମେରା ଚୋରି

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ସାତପଡ଼ା ଥାନା ଆଉଟପୋଷ୍ଟ ନିକଟରେ ଥିବା ପଞ୍ଚାୟତ ଜୁନିଅର କଲେଜରୁ ୨ଟି ସିସିଟିଭି କ୍ୟାମେରା ଚୋରି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଏନେଇ ସାତପଡ଼ା ପଞ୍ଚାୟତ ଜୁନିଅର କଲେଜ କର୍ତ୍ତୃପକ୍ଷ…

କେନ୍ଦୁଝରରେ ପୋଖରୀକୁ ଓଲଟିଲା ଭ୍ୟାନ୍, ୧୫ ଛାତ୍ରଛାତ୍ରୀ ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନନ୍ଦିପଡା ଥାନା ଅନ୍ତର୍ଗତ ଜମ୍ବିରା ଗ୍ରାମ ନିକଟରେ ଏକ ସ୍କୁଲ ବସ ଓଲଟିବା ଫଳରେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ହାଟଡିହି ଅଞ୍ଚଳରେ ଏକ ଘରୋଇ ସ୍କୁଲର ମିନିବସ୍ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବାବେଳେ…

ଅନୁଗୁଳ: ୪ଟି ଗୋରୁ ବୋଝେଇ କଣ୍ଟେନର୍ ଟ୍ରକ୍ ଜବତ, ୧୦୦ ଗାଈ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ବୁଧବାର ଦିନ ସ୍ଥାନୀୟ ପୋଲିସ ପାଖାପାଖି ୧୦୦ ଟି ଗାଈ ସହ ୪ଟି ଗୋରୁ ବୋଝେଇ କଣ୍ଟେନର୍ ଟ୍ରକକୁ ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ଆଠମଲ୍ଲିକରୁ କୋଲକାତାକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା…

କେନ୍ଦ୍ରାପଡାରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ବିଜୟ ନାୟକ ବୋଲି ଜଣାପଡିଛି । ବିଜୟ ଠାରୁ ଗୋଟିଏ ବାଇକ୍, ଗୋଟିଏ ମାଉଜର ବନ୍ଧୁକ, ଗୋଟିଏ ନକଲି ଭୋଟର ପରିଚୟ ପତ୍ର ଏବଂ ୨ଟି…

ଅଷ୍ଟ୍ରେଲିଆକୁ ୮ରନରେ ପରାସ୍ତ କରି ଭାରତର ୫୦୦ତମ ଦିନିକିଆ ବିଜୟ ହାସଲ

ନାଗପୁର: ଅଧିନାୟକ ବିରାଟ କୋହଲିଙ୍କ ଶତକ ଓ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଅନ୍ତିମ ଓଭରରେ ଶେଷ ୨ଟି ୱିକେଟ ଅକ୍ତିଆର କରିବା ଫଳରେ ଭାରତ ୨ୟ ଦିନିକିଆରେ ଚିତାକର୍ଷକ ବିଜୟ ହାସଲ କରିପାରିଛି । ଏହା ଭାରତର ରେକର୍ଡ଼ ୫୦୦ତମ ଦିନିକିଆ ବିଜୟ ହାସଲ । ???#INDvAUS…

ନବୀନ ଖୋର୍ଦ୍ଧାରେ ଶୁଭାରମ୍ଭ କଲେ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ କଣ୍ଟିଲୋର ପ୍ରଧାନସାହିରେ ମଙ୍ଗଳବାର ଦିନ ‘ଘରେ ଘରେ ଶଙ୍ଖ’ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା…