ଆଜିଠୁ ବିଜେଡ଼ିର ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ନବୀନଙ୍କ ଦ୍ୱାରା ଶୁଭାରମ୍ଭ
ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ । ଆଜିଠାରୁ ବିଜୁ ଜନତା ଦଳ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଆରମ୍ଭ କରିବାର ନିଷ୍ପତ୍ତି ଗ୍ରହଣ କରିଛି ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ!-->!-->!-->!-->!-->…