Latest Odisha News

BREAKING NEWS

ବାୟୁସେନା ଆକ୍ରମଣରେ ୩୦୦ ଆତଙ୍କବାଦୀ ନିପାତ, ହାଇଆଲର୍ଟ ଜାରି

ନୂଆଦିଲ୍ଲୀ : ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣର ୧୨ ଦିନ ପରେ ମଙ୍ଗଳବାର ଦିନ ଭାରତୀୟ ସେନା ଏହାର ପ୍ରତିଶୋଧ ନେଇଛି । ମିଳିଥିବା ସୂଚନାନୁଯାୟୀ, ଭାରତୀୟ ବାୟୁସେନାର ମିରେଜ ୧୨ଟି ୨୦୦୦ ଜେଟ୍ ବିମାନରେ ପ୍ରାୟ ୧୦୦୦ କିଲୋଗ୍ରାମ ଓଜନର ବୋମା ନିକ୍ଷେପ କରି…

ଆଜି ଆଦିବାସୀ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଆଦିବାସୀ ବହୁଳ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହି ଜିଲ୍ଲା ଗୁଡିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ,…

ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା ଧ୍ୱଂସ କଲା ଆତଙ୍କୀ କ୍ୟାମ୍ପ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୨ ଦିନ ପରେ କଡ୍ଡା ଜବାବ ଦେଲା ଭାରତ । ମଙ୍ଗଳବାର ଦିନ ଭୋର ସମୟରେ ୧୨ଟି ମିରେଜ ଜେଟ୍ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପରେ ବୋମା ମାଡ଼ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛନ୍ତି । Indian Air Force carried out aerial…

ଆସନ୍ତା ବର୍ଷରୁ ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ବନ୍ଦ ହେବ: ପୋଲିସ କମିଶନର୍

ଭୁବନେଶ୍ୱର: ଆସନ୍ତା ବର୍ଷଠାରୁ ପ୍ରସିଦ୍ଧ ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯିବନାହିଁ ଏବଂ ମେଳାରେ ଅଶ୍ଳିଳ ନୃତ୍ୟକୁ ସ୍ଥାନ ନଦେବାକୁ କାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋମବାର ଦିନ କହିଛନ୍ତି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି । “ଏବର୍ଷ ଖଣ୍ଡଗିରି…

ଆରମ୍ଭ ହେଲା ମୟୂରଭଞ୍ଜର ପ୍ରସିଦ୍ଧ ହିଙ୍ଗୁଳା ପୂଜା ଓ ମେଳା ଉତ୍ସବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ସୁହାଗପୁରା-ଚାନ୍ଦଡ଼ିହା ରାସ୍ତାରେ ଥିବା ହିଙ୍ଗୁଳା ମନ୍ଦିରରେ ଶନିବାର ଦିନ ଆରମ୍ଭ ହୋଇଛି ପ୍ରସିଦ୍ଧ ହିଙ୍ଗୁଳା ମାଆଙ୍କ ପୂଜା ଓ ମେଳା ଉତ୍ସବ । ମିଳିଥିବା ସୂଚନାନୁଯାୟୀ, ବଡ଼ସାହି ବ୍ଲକର ସୁହାଗପୁରା-ଚାନ୍ଦଡ଼ିହା ରାସ୍ତାର ମଧ୍ୟଭାଗ…

ମ୍ୟାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ଯୋଗଇଲେ କପି

ଢେଙ୍କାନାଳ : ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ କେତେକ ପରୀକ୍ଷାର୍ଥୀଙ୍କ ଅଭିଭାବକ ତଥା ସମ୍ପର୍କୀୟମାନେ ଢେଙ୍କାନାଳ ଜିଲ୍ଲାର ଏକ ହାଇସ୍କୁଲ ପରିସରରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ କପି ଯୋଗାଇଦେବା ଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ଯାହାଫଳରେ କପି ରୋକିବା…

ପୂର୍ବତଟ ରେଳବାଇ ପକ୍ଷରୁ ପରୀକ୍ଷାମୂଳକ ଭାବେ ଗଡ଼ିଲା ୨ହଜାର ମିଟର ଲମ୍ବ ଟ୍ରେନ୍

ଭୁବନେଶ୍ୱର: ଖର୍ଚ୍ଚକାଟ ତଥା ସ୍ୱଳ୍ପ ମାନବ ସମ୍ବଳକୁ ଦୃଷ୍ଟିରେ ପୂର୍ବତଟ ରେଳପଥ ପକ୍ଷରୁ ତିନୋଟି ଟ୍ରେନର ମିଶ୍ରଣରେ ଏକକାଳୀନ ୨,୦୦୦ ମିଟର ଲମ୍ବର ଟ୍ରେନକୁ ପରୀକ୍ଷାମୂଳକ ଭାବେ ଚାଳିତ କରିଛନ୍ତି । ପରୀକ୍ଷାମୂଳକ ଭାବେ ରେଳ ଟ୍ରାକରେ ଗଡ଼ିଥିବା ଏହି ଟ୍ରେନର ଲମ୍ବ ହେଉଛି ୨,୦୦୦ ମିଟର ।…

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୩୩% ମହିଳା ଆରକ୍ଷଣକୁ ମିଳିତ ଜାତିସଂଘର ପ୍ରଶଂସା

ଭୁବନେଶ୍ୱର : ଦେଶର ସମସ୍ତ ବିଧାନସଭା ଓ ସଂସଦରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ନିମନ୍ତେ ପ୍ରସ୍ତାବ ଦେଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିତ ଜାତିସଂଘର ଲିଙ୍ଗୀୟ ସମାନତା ଓ ମହିଳା ସଶକ୍ତିକରଣ (ୟୁଏନ୍ ମହିଳା) ବିଭାଗ ଭୂୟସୀ ପ୍ରଶଂସା କରିଛନ୍ତି । ଆମେ ଅତ୍ୟନ୍ତ…

ଗାୟକ ସିଦ୍ଧାନ୍ତଦର୍ଶୀ ମଦନମୋହନ ଜେନା

ଭୁବନେଶ୍ୱର: ମଦନ ମୋହନ ଜେନା ସଂପ୍ରତି ଓଡିଶାର ଜଣେ ପ୍ରତିଷ୍ଠିତ ପାଲା ଗାୟକ । ୧୯୬୧ ମସିହା ଫେବ୍ରୁଆରୀ ୯ ତାରିଖରେ କଟକ ଜିଲ୍ଲାର ନିଆଳୀ ନିକଟସ୍ଥ ଦହିଜଙ୍ଗ ଗ୍ରାମରେ ଜନ୍ମ କରନ୍ତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା । ବାପା ଗନ୍ଧର୍ବ ଜେନା ଓ ମାଆ ହାରାମଣି ଜେନାଙ୍କ ତିନି ପୁଅ ଓ…

ପୁଣି ଭାଇରାଲ ହେଲା ମ୍ୟାଟ୍ରିକ୍ ପ୍ରଶ୍ନପତ୍ର, ସାହିତ୍ୟ ପରେ ଆଜି ଇଂରାଜୀ

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ଦିନ ସାହିତ୍ୟ ବିଷୟ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ସୋମବାର ଦିନ ସୋସିଆଲ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ଏହି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି ।…