ମହାପ୍ରଭୁଙ୍କ ବେଂଟନୀତି ପାଳିତ
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦ୍ଵିତୀୟ ବେଣ୍ଟ ବା ଶିକାର ନୀତି ସୋମବାର ଅନୁଷ୍ଠିତ ହୋଇଛି । ମଙ୍ଗଳ ଆଳତି ପରେ ଶ୍ରୀ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ କରିଥିଲେ । ସେଠାରେ ବେଣ୍ଟ ନୀତି ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥଙ୍କ ବେଣ୍ଟ ବା…