Latest Odisha News

BREAKING NEWS

କଟକ ଏସସିବି ମେଡ଼ିକାଲରେ ଅଗ୍ନିକାଣ୍ଡ, ରୋଗୀ ସୁରକ୍ଷିତ

କଟକ: କଟକ ଏସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗ ଓଟିରେ ଗୁରୁବାର ଦିନ ଅକସ୍ମାତ ଅଗ୍ନିକାଣ୍ଡ ଘଟି ଧୂଆଁମୟ ହୋଇଯିବା ଫଳରେ ସେଠାରେ ଉପସ୍ଥିତ ଥିବା ରୋଗୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇନାହାନ୍ତି ବୋଲି ଏସସିବି…

ନାବାଳିକାଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ ଶିକ୍ଷକ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳରେ ବୁଧବାର ଦିନ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଲୋକମାନେ ଜଣେ ଶିକ୍ଷକଙ୍କୁ ନିସ୍ତୁକ ପିଟିଛନ୍ତି । ଉକ୍ତ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି କିଛି ଲୋକ ମାଡ ମାରୁଥିବା ଭଳି ଏକ ଭିଡିଓ ଫୁଟେଜ ଏବେ ଭାଇରାଲ…

‘ଭାଲେଣ୍ଟାଇନ୍ ଡେ’: ରାଜଧାନୀରେ ବଜରଙ୍ଗ ଦଳ କର୍ମୀଙ୍କ ର‌୍ୟାଲି

ଭୁବନେଶ୍ୱର : ‘ଭାଲେଣ୍ଟାଇନ୍ ଡେ’କୁ ବିରୋଧ କରୁଥିବା ବଜରଙ୍ଗ ଦଳ ରାଜଧାନୀରେ ଗୁରୁବାର ଦିନ ସମାଲୋଚନା କରିବା ସହ ଏକ ର‌୍ୟାଲି ଆୟୋଜନ କରିଛନ୍ତି । ଆଜିର ଏହି ଦିନଟିକୁ ଅଧିକାଂଶ ଯୁବବର୍ଗର ପ୍ରେମୀ ଯୁଗଳ ‘ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ ଭାବେ ପାଳନ କରୁଛନ୍ତି । ତେବେ ରାଜଧାନୀର…

ନିଜସ୍ୱ ଶୈଳୀରେ ‘ଫୋଲ୍ଡିଂ ଇଲେକ୍ଟ୍ରିକ୍ ସ୍କୁଟର’ ଡିଜାଇନ୍ କଲେ ଓଡିଆ ଯୁବକ

କଟକ : କଥାରେ ଅଛି ‘ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରେ’ ସେହି ଉକ୍ତିକୁ ସଫଳ କରି ଦେଖାଇଛନ୍ତି ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ କାର୍ଯ୍ୟରତ ସନ୍ତୋଷ କୁମାର ଦଳାଇ । ସନ୍ତୋଷ ପରିବେଶ ଉପଯୋଗୀ ଏକ ଫୋଲ୍ଡିଂ ଇଲେକ୍ଟ୍ରିକ୍ ସ୍କୁଟରର ନିର୍ମାଣ କରିଛନ୍ତି । ଯାହା ଖୁବ୍…

ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ଦରକାର: ମୁଲାୟମ ସିଂ ଯାଦବ

ନୂଆଦିଲ୍ଲୀ: କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତକଥା, ବୁଧବାର ଦିନ ମୋଦୀଙ୍କୁ ବର୍ଷ ବର୍ଷ ଧରି ବିରୋଧ କରିଆସୁଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ଲୋକସଭାର ଅନ୍ତିମ ଅଧିବେସନରେ କହିଛନ୍ତି, ନିର୍ବାଚନ ଜିତି ମୋଦୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ…

ଦେଖନ୍ତୁ ଭିଡ଼ିଓ: ଭୁବନେଶ୍ୱର ସିଆରପିଏଫ ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀର ସିଆରପିଏଫ ଛକ ନିକଟସ୍ଥ ଭେଣ୍ଡିଂ ଜୋନରେ ବୁଧବାର ଦିନ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ସିଆରପିଏଫ ଭେଣ୍ଡିଂ ଜୋନରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅଗ୍ନିକାଣ୍ଡ ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ ।

ବିଜେଡ଼ି ପିଠା ପୋଷ୍ଟରରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା !

ସାଲେପୁର: ସାଲେପୁର ଟାଉନରେ ବିଜେଡ଼ି ପକ୍ଷରୁ ନିର୍ମିତ ଏକ ପିଠା ପୋଷ୍ଟର ଥିବା ଗେଟରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଫଟୋ ଲାଗିଥିବା ନେଇ ଏବେ କଟକ ଜିଲ୍ଲା ସମେତ ସମଗ୍ର ସାଲେପୁର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପିଠା କାର୍ଯ୍ୟକ୍ରମ ଲାଗି…

ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଲା ‘ବେଷ୍ଟ ଡିଜିଟାଲ ପେମେଣ୍ଟ ଇନୋଭେଟର’ ଆୱାର୍ଡ

ନୂଆଦିଲ୍ଲୀ : ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ‘ବେଷ୍ଟ ଡିଜିଟାଲ ପେମେଣ୍ଟ ଇନୋଭେଟର’ ପୁରସ୍କାର । ସ୍ମାର୍ଟ ସିଟି ଭୁବନେଶ୍ୱର ୫ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର କ୍ୟାଟେଗୋରୀରେ ଏହି ଆୱାର୍ଡ ହାସଲ କରିପାରିଛି । ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜେୟିନୀ ସହର ମଧ୍ୟ ଭୁବନେଶ୍ୱର ସହିତ…

ବିଶାଖାପାଟଣାରୁ ଉଦ୍ଧାର ହେଲେ ନବରଙ୍ଗପୁରର ୧୫ ଦାଦନ ଶ୍ରମିକ

ନବରଙ୍ଗପୁର : ଜିଲ୍ଲା ଶ୍ରମ ଅଧିକାରୀ ଓ ନବରଙ୍ଗପୁର ପୋଲିସ ଆସୋସିଏସନର ମିଳିତ ଉଦ୍ୟମରେ ବିଶାଖାପାଟଣାରୁ ୧୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳିକା ଓ ଜଣେ ନାବାଳକ ରହିଥିବା ନେଇ ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଉଦ୍ଧାର…

ରାଜଧାନୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଯୁବକଙ୍କ ଉପରେ ଚଢିଗଲା ବସ୍

ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବୁଧବାର ଅପରାହ୍ନରେ ଏକ ସିଟି ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନାନୁଯାୟୀ ଯୁବକ ଜଣକ ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାସ୍ତା ପାର ହେଉଥିବାବେଳେ ଦିନ ପ୍ରାୟ…