Latest Odisha News

BREAKING NEWS

ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଜିଏସଆଇର ଖଣ୍ଡନ

ନୂଆଦିଲ୍ଲୀ: ଉତରପ୍ରଦେଶର ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସଆଇ) ପକ୍ଷରୁ ଖଣ୍ଡନ କରାଯାଇଛି । ହରଦୀ ପାହଡରେ କେତେମାତ୍ରାରେ ସୁନା ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ । ଜିଏସଆଇ ଏଭଳି ତଥ୍ୟ କାହାକୁ ଦେଇ ନାହିଁ ବୋଲି ମହାନିଦେ୍ର୍ଧଶକ…

କ୍ଷମା ମାଗିଲେ ୱାରିସ ପଠାନ୍

ମୁମ୍ବାଇ:ଏଆଇଏମଆଇଏମର ନେତା ୱାରିସ ପଠାନ ତାଙ୍କର ୧୫ କୋଟି ୱାଲା ଭାଷଣବାଜି ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ମୋତେ ରାଜନୈତିକ ଉଦେ୍ଧଶ୍ୟ ନେଇ ଫସାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ମୋ ସ୍ଳୋଗାନ ନେଇ କାହାକୁ ଆଘାତ ଲାଗିଛି ତାହାହେଲେ ଦୁଃଖିତ । ପ୍ରକୃତରେ ବିବାଦୀୟ ଭାଷଣବାଜି…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । “ଆଜି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି । ଏହା କେବଳ ଯେ, ଭାରତୀୟ କ୍ରୀଡ଼ା…

ଟ୍ରମ୍ପ,ମୋଦି ରୋଡ ଶୋରେ ରୂପାଣି ସାମିଲ ହେବେନି

ଅହମ୍ମଦାବାଦ: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସାମିଲ ହେବେ ନାହିଁ । ଟ୍ରମ୍ପ ପହଂଚିବା ପରେ ତାଙ୍କ ସୁରକ୍ଷା ଦାୟିତ୍ୱ ଆମେରିକା ଗୋଇନ୍ଦା ଏଜେନ୍ସି ହାତରେ ରହିବ । ସେମାନେ…

ମ୍ୟାଟ୍ରିକ ପରୀକ୍ଷାରେ ଝିଅକୁ ଦେଉଥିଲେ କପି; ପୋଲିସଠାରୁ ଖାଇଲେ ଲାଠି ପାହାର !

ଢେଙ୍କାନାଳ: ଢେଙ୍କାନାଳରେ ଥିବା ଗୋଡ଼ପଳାଶୁଣୀ ବାପୁଜୀ ବିଦ୍ୟାପୀଠରେ ଶନିବାର ଦିନ ମ୍ୟାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଜଣେ ବ୍ୟକ୍ତି କପି ଯୋଗାଇ ପୋଲିସଠାରୁ ଲାଠି ମାଡ଼ ଖାଇ ଆହତ ହୋଇଛନ୍ତି । ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଜଣକ ଡମ୍ବରୁ ସାହୁ ବୋଲି ଜଣାପଡ଼ିଛି । ସେ ସ୍କୁଲ ହତା…

୪୭ ବର୍ଷ ପରେ ପରସ୍ପରକୁ ଭେଟିଲେ ଦୁଇ ଭଉଣୀ

ନୋମପେହ୍ନ: କାମ୍ବୋଡିଆରେ ଦୁଇ ବୟସ୍କା ଭଉଣୀ ୪୭ ବର୍ଷ ପରେ ପୁନର୍ବାର ପରସ୍ପରକୁ ଭେଟି ପାରିଛନ୍ତି । ଏହି ଦୁଇ ଜଣ ହେଲେ ୱନ ସେନ୍ (୯୮) ଓ ୱନ ଚିୟୋ(୧୦୧) । ୧୯୭୩ରେ ସେମାନେ ପରସ୍ପରକୁ ଶେଷ ଥର ପାଇଁ ଦେଖିଥିଲେ । ସେମାନଙ୍କ ମଧ୍ୟରେ କେହି ଚିନ୍ତା କରି ନ ଥିଲେ ଯେ, ତାଙ୍କ ଭଉଣୀ ବଂଚିଥିବେ…

ପୁରୀ: ପର୍ଯ୍ୟଟକଙ୍କୁ ଅଧା ରାସ୍ତାରେ ଛାଡି ଗାଡି ଚାଳକ ଫେରାର

ଗୋପ: ଚେନ୍ନାଇର ମଦୁରାଇରୁ ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କ ଖୁସିର ଯାତ୍ରା ଦୁଃସ୍ୱପ୍ନରେ ପରିଣତ ହୋଇଛି । ଯେତେବେଳେ ପୁରୀ ଜିଲ୍ଲାର ଗୋପ-କୋଣାର୍କ ରାସ୍ତାରେ ବାଲିସାହି ନିକଟରେ ଗାଡି ଚାଳକ ସେମାନଙ୍କୁ ଛାଡି ଫେରାର ହୋଇଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ଦ୍ୱିପହର ବେଳା ପୁରୀ, କୋଣାର୍କ,…

ତିନି ଦଳର ମିଳିତ ସରକାର ଖୁବ୍ ଶୀଘ୍ର ଭାଙ୍ଗିବ: ଭୈୟାଜୀ ଯୋଶୀ

ମୁମ୍ବାଇ: ମହାରାଷ୍ଟ୍ରରେ ବେଶି ଦିନ ତିନି ଦଳର ମିଳିତ ସରକାର ରହିବ ନାହିଁ ବୋଲି ଆରଏସଏସର ଭୈୟାଜୀ ଯୋଶୀ ଭବିଷ୍ୟବାଣୀ କରିଛନ୍ତି । ଦେବେନ୍ଦ୍ର ଫଡନିଭସ ବେଶି ଦିନ ବିରୋଧୀ ଦଳର ନେତା ରହିବେ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଏହି ବୟାନ ପରେ ରାଜନୀତି ସରଗରମ ବୃଦ୍ଧି ପାଇଛି । ଶୁକ୍ରବାର…

ଜାଡେଜାଙ୍କୁ ଆଦର୍ଶ ମାନନ୍ତି ଅଗର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଆଶଟନ ଅଗର ଦକ୍ଷିଣ ଆଫ୍ରିକା ବିପକ୍ଷରେରେ ଜୋହାନ୍ସବର୍ଗରେ ଖେଳାଯାଇଥିବା ପ୍ରଥମ ଟି୨୦ ମୁକାବିଲାରେ ହାଟ୍ରିକ୍ ନେଇଛନ୍ତି। ଅଗରଙ୍କ ୫ଟି ୱିକେଟ ବଳରେ ଅଷ୍ଟ୍ରେଲିଆଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ହାଟ୍ରିକ୍ ନେବା ପରେ ଅଗର ଭାରତୀୟ…

ନିର୍ଭୟା ଦୋଷୀ ବିନୟର ପିଟିସନ ଖାରଜ କଲେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀ ବିନୟ ଶର୍ମାର ପିଟିସନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । କୋର୍ଟ କହିଛି କି, ତିହାଡ ଜେଲ ରିପୋର୍ଟ ମୁତାବକ ଦୋଷୀ ବିନୟ ଶର୍ମାର ମାନସିକ ଅବସ୍ଥା ଠିକ୍ ଅଛି । ତା’ର ମାନସିକ ଅବସ୍ଥାକୁ ନେଇ ଚିକିତ୍ସା କରାଇବାର କୌଣସି…