Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ବୀରପନ୍ନଙ୍କ ଝିଅ

ଚେନ୍ନାଇ: ବିଜେପିରେ ମିଶିଲେ କୁଖ୍ୟାତ ଜଙ୍ଗଲ ଦସ୍ୟୁ ବୀରାପ୍ପନ ଝିଅ । ତାମିଲପନାଡୁର କୁଖ୍ୟାତ ଡାକୁ ବୀରପନ୍ନଙ୍କ ଝିଅ ବିଦ୍ୟାରାଣୀ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ବିଜେପି ଦଳୀୟ କାର୍ଯ୍ୟାଳୟକୁ ଯାଇ ସେ ବିଜେପିରେ ସାମିଲ ହୋଇଛନ୍ତି । Tamil Nadu: Vidhya Rani - daughter of…

ଆସନ୍ତୁ ଜାଣିବା ତାଜମହଲ ଦେଖିବା ପରେ କେଉଁ ମହାନ ବ୍ୟକ୍ତିମାନେ ପାର୍ଟନରଙ୍କଠାରୁ ଅଲଗା ହୋଇଥିଲେ

ଆଗ୍ରା: ତାଜମହଲକୁ ପ୍ରେମର ପ୍ରତୀକ ଭାବେ ବର୍ଣ୍ଣନା କରାଯାଏ । ତେବେ ବିଦେଶର ଅନେକ ମହାନ ବ୍ୟକ୍ତି ଏହାକୁ ଦର୍ଶନ କରିବା ପରେ ସେମାନଙ୍କ ପାର୍ଟନରଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଏହାକୁ ଅବଶ୍ୟ ସଂଯୋଗ କୁହାଯାଇପାରେ.. ଆସନ୍ତୁ ଜାଣିବା ସେଭଳି କିଛି ମହାନ ବ୍ୟକ୍ତିଙ୍କ ସମ୍ପର୍କରେ-ରୁଷିଆର…

ଭାରତୀୟ ନୌସେନାର ମିଗ୍‌-୨୯ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଗୋଆ: ଟ୍ରେନିଂ ସେମୟରେ ଭାରତୀୟ ନୌସେନାର ମିଗ-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣା ଗୋଆରେ ହୋଇଛି । ଦୁର୍ଘଟଣାରେ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି । ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ଏହାର ଯାଂଚ ଏପର୍ଯ୍ୟନ୍ତ ହୋଇପାରିନି । ଦୁର୍ଘଟଣାର ଯାଂଚ ପାଇଁ ଏକ ତଦନ୍ତ…

ପାଳଗଦାରେ ନିଆଁ ଲାଗିବା ଘଟଣା, ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଳଗଦାରେ ନିଆଁ ଲାଗି ୩ ଶିଶୁ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତ ୩ ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହ ଗୁରୁତର ଥିବା ଆଉ ଜଣେ ଶିଶୁଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା…

ପାଲା ଆକାଶର ଉଜ୍ଜ୍ୱଳ ନକ୍ଷତ୍ର; ନିରଞ୍ଜନ ପଣ୍ଡା

ଭୁବନେଶ୍ବର: ପାଲା ଜଗତରେ ଉଚ୍ଚ ଶିକ୍ଷିତ ଗାୟକ ଭାବେ ପାଦ ଦେଇଥିଲେ ଡକ୍ଟର ନିରଞ୍ଜନ ପଣ୍ଡା । ୧୯୪୨ ମସିହା ଜାନୁଆରି ୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମଲ୍ଲିକେଶ୍ୱରପୁର ଗ୍ରାମରେ ଏକ କୁଳୀନ ବ୍ରାହ୍ଣଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ସୁନାକର ପଣ୍ଡା ଥିଲେ ଜଣେ ସଂସ୍କୃତି…

କାଲିଠୁ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା; କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁୁବନେଶ୍ୱର: ବାଙ୍ଗୋପସାଗରରେ ଆଣ୍ଟି-ସାଇକ୍ଲୋନିକ ସାର୍କୁଲେସନ କାରଣରୁ ପ୍ରଚଣ୍ଡ ବର୍ଷାକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ ଓଡିଶାର କେତେକ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ଆଣ୍ଟି-ସାଇକ୍ଲୋନିକ ସାର୍କୁଲେସନ ପୂର୍ବ / ଦକ୍ଷିଣ-ପୂର୍ବ ଦିଗରୁ ଜଳୀୟବାଷ୍ପ ଭରା…

ଜନ୍ମ ହେଲା ପରେ ଶିଶୁ କାନ୍ଦିଲାନି, ଡାକ୍ତରକୁ ରାଗିକି ଅନେଇଲା

ରିଓ ଡି ଜେନେରିୟା: ବ୍ରାଜିଲର ଏକ ଡାକ୍ତରଖାନାରେ ମଜାଦାର ଓ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ସେଠାରେ ଏକ ସଦ୍ୟଜାତ ଶିଶୁ ଶରୀର ବାହାରକୁ ଆସିବା ପରେ କାନ୍ଦିଲାନି । ଡାକ୍ତର ଚେକଅପ କରିବା ପରେ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଜାଣିପାରିଲେ । ଶିଶୁକୁ କନେ୍ଦଇବା…

ଗଂଜାମ ପାଳଗଦାରେ ନିଆଁ ଲାଗିବା ଘଟଣା, ଗୁରୁତର ୪ ଶିଶୁଙ୍କ ମଧ୍ୟରୁ ୩ ମୃତ

ପୋଲସରା: ଆଖି ବୁଜିଲେ ୩ ଶିଶୁ । ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଖରଛଟା ଗାଁରେ ପାଳ ଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର ହେବା ଘଟଣାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।…

୨ ମାସରେ ୨ ଦ୍ୱିଶତକ ମାରି ଚର୍ଚ୍ଚାରେ ଜୁନିୟର ଡ୍ରାଭିଡ

ବାଙ୍ଗାଲୋର: ଭାରତୀୟ କ୍ରିକେଟର ମହାନ ଖେଳାଳି ରାହୁଲ ଡ୍ରାଭିଡଙ୍କ ପୁତ୍ର ସମିତ ଡ୍ରାଭିଡ ସ୍କୁଲ କ୍ରିକେଟରେ ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ଜୁନିୟର ଡ୍ରାଭିଡ ୨ ମାସ ମଧ୍ୟରେ ୨ଟି ଦ୍ୱିଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଟିଆର ଶୀଲ୍ଡ ୧୪ ବର୍ଷରୁ କମ୍…

ଶାହିନବାଗ ପରେ ଜାଫରାବାଦରେ ସିଏଏକୁ ବିରୋଧ, ରାସ୍ତାରୋକ

ନୂଆଦିଲ୍ଲୀ: ଶନିବାର ଶାହିନବାଗରୁ ଆଶ୍ୱସ୍ତି ମିଳିବା ପରେ ରବିବାର ଜାଫରାବାଦରେ ଆରମ୍ଭ ହୋଇଛି ଆନ୍ଦୋଳନ । ଏଠାରେ ମହିଳାମାନେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଏନ୍‌ଆର୍‌ସିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସମସ୍ତ ମହିଳା ସଂଗଠନ ଦ୍ୱାରା ଭାରତ ବନ୍ଦ ଆହ୍ୱାନରେ ଧାରଣାରେ…