ହେମାଙ୍କ କଂଗ୍ରେସକୁ ଘର ବାହୁଡ଼ା: ତାରାଙ୍କ ସମେତ ଜିଲ୍ଲା କଂଗ୍ରେସ ନେତାଙ୍କ ନାପସନ୍ଦ
ଭୁବନେଶ୍ୱର: ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗଙ୍କ କଂଗ୍ରେସକୁ ଘର ବାହୁଡ଼ା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏବେ ଘରେ ପଶୁ ପଶୁ ଚାଳ ବାଜିବା ପରି ନିଜ ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ସୃଷ୍ଟି ହେବା ସୂଚନା ମିଳୁଛି ।
ହେମା ଗମାଙ୍ଗଙ୍କ କଂଗ୍ରେସକୁ ବାହୁଡ଼ିବା…