Latest Odisha News

BREAKING NEWS

ସୋମବାରଠୁ ୬୬ଟି ରୁଟରେ ଗଡିବ ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର: ସୋମବାର ଠାରୁ ଓଏସ୍‌ଆର୍‌ଟିସିର ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ୬୬ ଟି ରୁଟରେ ୯୬ଟି ବସ୍ ଗଡିବ । ୯୬ଟି ବସ୍ ରାଜ୍ୟର ୨୨ ଟି ସହରରୁ ରାଜଧାନୀ ଭୁବନେଶ୍ଵରକୁ ଯୋଡିବ । ଏନେଇ ରାଜ୍ୟ ସଡକ ପରିବହନ ନିଗମ ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ବସରେ ଯାତ୍ରା…

କାଲିଠୁ ଗଡ଼ିବ ୬ଟି ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ । ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍‌ଟି…

ପ୍ରତିଭାଦୀପ୍ତ ଯୁବ ପାଲା ଗାୟକ: ଲମ୍ବୋଦର ବେହେରା

ଭୁବନେଶ୍ୱର: ବର୍ତ୍ତମାନ ସମୟର ଜଣେ ଉଦୀୟମାନ ପ୍ରତିଭାଦୀପ୍ତ ପ୍ରବୀଣ ଯୁବ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଲମ୍ବୋଧର ବେହେରା । ପୁରୀ ଜିଲ୍ଲା ନିରାକାରପୁର କଉଡିଖଣି ଗ୍ରାମରେ ୧୯୭୩ ମସିହା ସେପ୍ଟେମ୍ବର ୧୭ ତାରିଖରେ ଲମ୍ବୋଦର ଜନ୍ମ ଗ୍ରହଣ କରିଥିଲେ । ବାପା ଲକ୍ଷ୍ମୀଧର ବେହେରା ଓ…

୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ବେଞ୍ଚରେ ବସିବେ ଦୁଇ ଜଣ ପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ଲାଗି ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି। ବିଦ୍ୟାଳୟରେ ସୁରକ୍ଷା ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଯେପରି ପିଲାମାନେ ପାଠପଢ଼ିବେ ସେଥିଲାଗି ମଧ୍ୟ ସରକାରଙ୍କ ପକ୍ଷରୁ…

ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’

ଗଞ୍ଜାମ: ଗଂଜାମ ଜିଲ୍ଲା ପାଇଁ ଗୌରବ ଆଣିଲା ହିଞ୍ଜିକାଟି ଯୁବବର୍ଗଙ୍କ ପ୍ରୟାସ । ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହେଲା ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ । ଲକଡାଉନର ସଚେତନତା ବାର୍ତ୍ତା ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିକୁ ନୃତ୍ୟମ ଅନୁଷ୍ଠାନର ପରିଚାଳକ କୃଷ୍ଣ…

ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରବିବାର ଦିନ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପାଣିପାଗ ବିଭାଗର ଜାରି ବୁଲେଟିନ ଅନୁସାରେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଉପକୂଳରେ ସୃଷ୍ଟ ଲଘୁଚାପ…

ଜୁଆ ଅଡ୍ଡା ଉପରେ ଚଢ଼ାଉ, ୮ଜୁଆଡ଼ି ଗିରଫ

ଭଞ୍ଜନଗର: ପୋଲିସ ହାତରେ ଧରାପଡିଲେ ୮ ଜୁଆଡି । ଗଂଜାମ ଜିଲ୍ଲା ଭଂଜନଗର ଭେଜିପୁଟ ପୋଖରୀ ନିକଟରେ ଥିବା ଏକ ବାଉଁଶ ବୁଦାମୂଳେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୧୮ ହଜାର ୯୪୦ ଟଙ୍କା ଜବତ ହୋଇଛି । ସେପଟେ ଗିରଫ ପରେ…

ବଜ୍ରପାତରେ ସାତ ଗାଈ ଓ ଦୁଇ ବାଛୁରୀ ମୃତ

ଦିଗପହଣ୍ଡି: ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଶନିବାର ଅପରାହ୍ନରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ହୋଇଛି  । ବଜ୍ରାଘାତରେ ୭ ଟି ଗାଇ ସମେତ ୨ ଟି ବାଛୁରୀର ମୃତ୍ୟୁ ହୋଇଛି  । ସୂଚନା ମୁତାବକ, ଗୋପୀନାଥପୁର ଗ୍ରାମର ପୂର୍ଣ୍ଣ ନାଇକ ନାମକ ଜଣେ ଯୁବକ ନିଜର ଗାଈମାନଙ୍କୁ…

ଓଡ଼ିଶାର ଏହିସବୁ ଜିଲ୍ଲାରେ ଝଡବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବରଗଡ଼, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା,…