Latest Odisha News

BREAKING NEWS

‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଆ ଜାତିର ସ୍ୱାଭିମାନର ସଙ୍ଗୀତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି କ୍ୟାବିନେଟ୍ । ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’।…

ପଦ୍ମଶ୍ରୀ ବିଜେତା କମଳା ପୂଜାରୀ ମେଡିକାଲରେ ଭର୍ତ୍ତି

ଜୟପୁର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀ ଅସୁସ୍ଥତା ଅନୁଭବ କରିବା ପରେ ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲାର ଜୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିବାବେଳେ ଏବେ ଡାକ୍ତରଖାନାର ଏକ ସ୍ୱତନ୍ତ୍ର ୱାର୍ଡରେ…

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୪୦ ଡଲାର ବଢ଼ିଛି । ଫଲରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ସୂଚନା ଯୋଗ୍ୟ ଯେ, ଲକଡାଉନ୍ ସମୟରେ ଅଶୋଧିତ ତେଲର ଦାମ୍ କମିଥିଲା । ହେଲେ ସରକାର ଦରରେ କୌଣସି…

ଭୟ: କଂଗ୍ରେସ ୬୫ ବିଧାୟକଙ୍କୁ ଗୁଜୁରାଟ, ରାଜସ୍ଥାନର ବିଭିନ୍ନ ହୋଟେଲ, ରିସର୍ଟରେ ଲୁଚାଇ ରଖିଛି

ଗାନ୍ଧିନଗର : ଗୁଜରାଟ ରାଜ୍ୟସଭାରେ ଘୋଡା ବ୍ୟାପାର ଆରମ୍ଭ ହୋଇଯାଇଛି । କଂଗ୍ରେସର ୩ ବିଧାୟକ ଇସ୍ତଫା ଦେବା ପରେ ଦଳ ଏବେ ବାକି ତକ ବିଧାୟକଙ୍କୁ ଲୁଚାଇ ରଖିଛି । ଆଉ କିଛି ବିଧାୟକ ଇସ୍ତଫା ଦେବାର ଆଶଙ୍କା ଥିବାରୁ କଂଗ୍ରେସ ନିଜର ୬୫ ଜଣ ବିଧାୟକଙ୍କ ରାଜକୋଟର ନିଲ ସିଟି ରିସର୍ଟ, ରାଜସ୍ଥାନର…

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ, କଲେଜ

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ  ସ୍କୁଲ-କଲେଜ୍ ବନ୍ଦ ରହିଛି। ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସମ୍ଭାବନା ରହିଛି। ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ…

ବିଲ୍ ଦେଇ ନପରିବାରୁ‌ ହସ୍ପିଟାଲ ବେଡ୍‌ରେ ବୃଦ୍ଧଙ୍କୁ ବାନ୍ଧି ଦେଲେ

ଭୋପାଲ: ହସ୍ପିଟାଲ ବେଡ୍‌ରେ ବନ୍ଧା ହୋଇଛନ୍ତି ବୃଦ୍ଧ । ବିଲ ଦେଇନପାରିବାରୁ ତାଙ୍କୁ ମିଳିଛି ଏପରି ଦଣ୍ଡ । ହସ୍ପିଟାଲ ଖଟରେ ତାଙ୍କୁ ବାନ୍ଧି ଦେଇଛନ୍ତି ସ୍ୱାସ୍ଥକର୍ମୀ । ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଅମାନବିକତାର ଦୃଶ୍ୟ । ଏହି ପୁରା ଘଟଣାର ଏକ ଫଟୋ ସମ୍ନାକୁ…

ଆଇପିଏଲରେ ମୋତେ କାଳୁ ଡକା ଯାଉଥିଲା :ସାମୀ

କିଙ୍ଗଷ୍ଟନ:ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ ସାମୀ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ମୁଁ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ବର୍ଣ୍ଣବୈଷମ୍ୟର ଶୀକାର ହୋଇଛି । ଆମେରିକାରେ ଜର୍ଜ ଫ୍ଲେଏଡଙ୍କ…

ଆଇଜି ପିନ୍ଧିନଥିଲେ ମାସ୍କ, କଟିଲା ଚାଲାଣ

କାନପୁର: ଦେଶରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାରମ୍ବାର ଅପିଲ କରାଯାଉଛି । ଏପରିକି ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଜରିମାନା ଆଦୟ କରାଯିବା ନେଇ କଡା ନିୟମ ମଧ୍ୟ ରହିଛି । ତେବେ ଏହି ନିୟମକୁ ଖୋଦ୍ ଭାଙ୍ଗିଛନ୍ତି ଜଣେ…

ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ନାମ ରଖାଯାଇଛି ଅପରାଜିତ ଅଯୋଧ୍ୟା । ବାହୁବଳୀ ସ୍କ୍ରିପ୍ଟ ଲେଖକ କେବି ବିଜେୟେନ୍ଦ୍ର ପ୍ରସାଦ ଏହାର କାହାଣୀ ଲେଖିଛନ୍ତି । ରାମ ମନ୍ଦିର ଏବଂ ଏହାର ବିବାଦ ଉପରେ…

ଭୁବନେଶ୍ୱରର ଭରତପୁରରେ ଗୋଷ୍ଠୀ ସଂଘର୍ଷ, ୫ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁରରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଢ଼େଲା ପଥର ମାଡ ହୋଇଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଦୁଇ ପରିବାର ମଧ୍ୟରେ ଗାଳିଗୁଲଜ ଆରମ୍ଭ ହୋଇଥିଲା । ପରେ ମାରପିଟ…