Latest Odisha News

BREAKING NEWS

ଜାଣନ୍ତୁ, କିଏ ଓ କେବେ କଲା ‘ଟଙ୍କା’ର ଉଦ୍ଭାବନ…

ଭୁବନେଶ୍ୱର: ସଭିଙ୍କ ଜୀବନରେ ଟଙ୍କାର ମହତ୍ତ୍ୱ ବୋଧେ ଢେର ଅଧିକ । ଏହାକୁ ପାଇବା ପାଇଁ ସମସ୍ତେ ପରିଶ୍ରମରତ । ଲୋକେ କହନ୍ତି ଟଙ୍କା ଥିବା ଲୋକ ପାଇଁ ସରଗ ବି ହାତ ପାହାନ୍ତାରେ। ତେବେ କ'ଣ ଆପଣଙ୍କ ମନକୁ ଏହି ପ୍ରଶ୍ନ ଉଙ୍କି ମାରିଛି, କିଏ ଏହି ଟଙ୍କାର ଉଦ୍ଭାବକ? କେବେ ଭାବିଛନ୍ତି କି କିଏ…

ପାଣି ପିଇବାର ସଠିକ ସମୟ…!

ଭୁବନେଶ୍ୱର: କୁହାଯାଏ ଆମ ଶରୀର ଜଳରେ ତିଆରି । କାରଣ ଆମ ଶରୀରରେ ୭୦ ଭାଗ ଜଳ ରହିଛି । ଏଣୁ ଜଳ ବିନା ଜୀବନ ଅସମ୍ଭବ ବୋଲି କୁହାଯାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ। ତେବେ ଆଜି ଆମେ…

ଚଳଚଞ୍ଚଳ ରାମଲୀଳା ମଇଦାନ: ତୃତୀୟ ଥର ଲାଗି ଶପଥ ନେବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଦିନ ଠିକ୍ ୧୨ଟା ୧୫ ମିନିଟ ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ୩ୟ ଥର ଲାଗି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିନ ପ୍ରାୟ ୧୦ଟା ସମୟରେ ଏହି ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି ଶପଥ ଗ୍ରହଣ ଉତ୍ସବ ଦିଲ୍ଲୀର…

କାହିଁକି ଜନ୍ମ ହୁଅନ୍ତି ଦିବ୍ୟାଙ୍ଗ ସନ୍ତାନ, ଜାଣନ୍ତୁ କାରଣ…

ଭୁବନେଶ୍ୱର: ଗର୍ଭରେ ଶିଶୁକୁ ଧାରଣ କରିବା ସମୟରେ ପୁର ଅପେକ୍ଷା ଅଧିକ ଯତ୍ନବାନ ହୋଇଯାଏ ମାଆ। ପ୍ରତ୍ୟେକ ଗର୍ଭବତୀ ମା’ ଚାହେଁ ଯେ ତା ଗର୍ଭରେ ଥିବା ସନ୍ତାନଟି କିଭଳି ସୁସ୍ଥ ସବଳ ହୋଇ ଜନ୍ମ ହେଉ । କୌଣସି ମା’ ଚାହିଁବନି ତା'ର ପିଲାଟି ଠାରେ କୌଣସି ପ୍ରକାରର ଖୁଣ ରହୁ ବା ଦିବ୍ୟାଙ୍ଗ…

ଆପଣ ଜାଣନ୍ତିକି ଧାର୍ମିକ କାର୍ଯ୍ୟରେ କାହିଁକି ଜଳାଯାଏ ନାହିଁ ବାଉଁଶ…

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ତାକୁ ବାଉଁଶ କୋକେଇରେ ନେବାର ବିଧି ରହିଥିବା ବେଳେ ହିନ୍ଦୁ ଧର୍ମରେ ଦାହ କାର୍ଯ୍ୟରେ କାଠ ବ୍ୟତୀତ ବାଉଁଶର ଉପଯୋଗ ସମ୍ପୂର୍ଣ୍ଣ ବର୍ଜିତ ଅଟେ । ବାଉଁଶ କାଠ କୌଣସି ଧାର୍ମିକ ବିଧିବିଧାନ ହେଉ ଅଥବା ସଂସ୍କାରରେ ଜଳାଇବା କାର୍ଯ୍ୟରେ ଆସେନାହିଁ । ତେବେ କେବଳ…

ମହାମାରୀର ରୂପ ନେଉଛି କରୋନା: ଚୀନରେ ୧୬୦୦ ଡେଇଁଲା ମୃତ୍ୟୁସଂଖ୍ୟା

ନୂଆଦିଲୀ: ଦିନକୁ ଦିନ ଭୟଙ୍କର ହୋଇ ଚାଲିଛି ମାରାତ୍ମକ କରୋନା ଭାଇରସ । ଧୀରେଧିରେ ଏହା ମହାମାରୀର ରୂପ ନେଉଛି । ଏହି ମାରାତ୍ମକ ଭୁତାଣୁ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୧୬୬୦ରେ ପହଞ୍ଚିଛି । ଏହି ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ହୁବେଇ ସହରରେ ଗତ ୨୪ ଘଣ୍ଟାରେ ୧୩୯ ଜଣ ପ୍ରାଣ…

‘ସାଇ ଇଣ୍ଟରନ୍ୟାସନାଲ ସ୍କୁଲ’ରେ ଜୁନିଅର କନଫ୍ଲୁଏନ୍ସ-୨୦୨୦ ପାଳିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ଳେ ସ୍କୁଲ୍ ସାଇ ଆଙ୍ଗନ୍‌ର ସାଂସ୍କୃତିକ ଉତ୍ସବ ଜୁନିୟର କନଫ୍ଲୁଏନ୍ସ-୨୦୨୦ ସ୍କୁଲର ଇନ୍ଦ୍ରପ୍ରସ୍ଥ ଅଡ଼ିଟୋରିଅମ୍ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲର ପୂର୍ଣ୍ଣାଙ୍ଗ ଶିକ୍ଷା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଆମ୍ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀଙ୍କ ସମେତ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ପାଲ ଗୌତମ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୦୨-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ମାସ ତା ୧୬ ରିଖ ରବିବାର କୁମ୍ଭ ୪ ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର- ମେଷ ରାଶିର ଘାତ ଚନ୍ଦ୍ର: ସିଂହ କନ୍ୟା ଓ ମକର ରାଶି ରାଶି…

ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଗଙ୍ଗାମାତା ମଠର ଗୁପ୍ତ ସୁଡଙ୍ଗ

ପୁରୀ: ବିଦେଶୀ ପର୍ଯ୍ୟଟଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଗଙ୍ଗାମାତା ମଠରେ ଥିବା ଗୁପ୍ତ ସୁଡଙ୍ଗ । ଏହି ମଠ ପୁରୀର ବାଲିସାହି ଠାରେ ରହିଛି । ଏବେ ଏହା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୫୦୦ ବର୍ଷ ପୁରୁଣା ଗଙ୍ଗାମାତା ମଠ ପବିତ୍ର…