ଦିଲ୍ଲୀ ସିଆର ପାର୍କରେ ଭୁଶୁଡିଲା କୋଠା; ୨ ଚାପି ହୋଇଥିବା ଆଶଙ୍କା
ନୂଆଦିଲ୍ଲୀ: ଦିଲ୍ଲୀର ସିଆର ପାର୍କରେ ଏକ କୋଠା ଭୁଶୁଡିଥିବା ଘଟଣା ସମାନାକୁ ଆସିଛି । ସେହି ଭଙ୍ଗା କୋଠା ତଳେ ୨ଜଣ ଫସିରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରୁ ଭଙ୍ଗା କୋଠାର ଅଂଶବିଶେଷକୁ ହଟାଇବା କାମ ଚାଲିଛି ।
Delhi: A house collapses in CR Park (Chittaranjan Park),…