‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ରେ ଓଡିଶା ଝିଅଙ୍କ କମାଲ
ପୁଣେ : ପୁଣେରେ ଚାଲିଥିବା ୨୦୧୯ ମସିହା ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ରେ ଭାରତ୍ତୋଳନ, ସୁଇମିଂ, ଏବଂ ସ୍ପିଣ୍ଟର ଖେଳାଳୀମାନେ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି ।
୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଭାରତ୍ତୋଳନରେ ଓଡିଶାର ଦେବୀକା ଖିଲା ସ୍ୱର୍ଣ୍ଣ ପଦକ ହାତେଇବାରେ ସଫଳ ହୋଇଛନ୍ତି ।…