କାଳିଆ, ନବୀନଙ୍କ ଲାଗି ସଞ୍ଜିବନୀ ସଦୃଶ: ନିରଞ୍ଜନ
ଭୁବନେଶ୍ୱର: ଓଡ଼ିଶାର କୃଷକଙ୍କ ହିତସାଧନ ନିମନ୍ତେ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘କାଳିଆ’ ଯୋଜନା ଘୋଷଣା କରାଯାଇ କାର୍ଯ୍ୟକାରୀ ହୋଇଛି । ଏହି ପରିପ୍ରେକ୍ଷୀରେ ‘କାଳିଆ’ ଯୋଜନା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ କହିଛି ଏହି ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…