Latest Odisha News

BREAKING NEWS

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ରାଜ୍ୟର ସଂଖ୍ୟା ଲଘୁ ସମ୍ପ୍ରଦାୟର ଧର୍ମାନୁଷ୍ଠାନ ଗୁଡିକର ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର ପ୍ରଦାନ କରିଛନ୍ତି । ସ୍ପେଶାଲ୍ ପ୍ରୋବଲେମ୍ ଫଣ୍ଡରୁ୧୬ କୋଟି ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ତନ୍ମମଧ୍ୟରୁ…

ମୋଦୀଙ୍କ ମେସେଜକୁ ସନୀ ଲିଓନଙ୍କ ଅପେକ୍ଷା

ନୂଆଦିଲ୍ଲୀ: ପର୍ନ ଷ୍ଟାରରୁ ବଲିଉଡ ଅଭିନେତ୍ରୀ ସାଜିଥିବା ସନୀ ଲିଓନ ତାଙ୍କର ନୂତନ ଫିଲ୍ମ ରଙ୍ଗୀଲା ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଶୁଟିଂ ସେଟରେ ତାଙ୍କୁ ଯେତେବେଳେ ପଚରାଗଲା କେଉଁ ସେଲିବ୍ରେଟିଙ୍କ ମେସେଜ ପାଇଲେ ସେ ସବୁଠାରୁ ବେଶି ଖୁସି ହେବେ । ଏହାର ଉତରରେ ସନୀ ଲିଓନ କହିଥିଲେ…

ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ ରଘୁନାଥ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ଦିନ ପୂର୍ବତନ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଗଠନ କରିଛନ୍ତି । ଜଷ୍ଟିସ୍ ବିଶ୍ୱାଳ ଏହାପୂର୍ବରୁ ୨୦୧୨ ନଭେମ୍ବରରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ରାଜ୍ୟ ଖାଉଟି ବିବାଦ କମିଶନର…

ଆସାମରେ ବନ୍ଦ ହେବ ସଂସ୍କୃତ ବିଦ୍ୟାଳୟ ଓ ମାଦ୍ରାସା

ଗୁଆହାଟୀ: ଆସାମ ସରକାର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ ସଂସ୍କୃତ ବିଦ୍ୟାଳୟ ଓ ମାଦ୍ରାସାକୁ ବନ୍ଦ କରାଯାଇ ନୂତନ ସ୍କୁଲ ଖୋଲାଯିବ । ଧର୍ମ ବିଷୟରେ ଶିକ୍ଷା ଅନ୍ୟ ଉପାୟରେ ନିଆଯାଇପାରିବ ବୋଲି ଶିକ୍ଷା…

ଭବ୍ୟ ରୋଡ ଶୋରେ ଯୋଗ ଦେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ରୁ୨୫ ଫେବୃୟାରୀ ଭାରତ ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେ ଏକ ଭବ୍ୟ ରୋଡ ଶୋରେ ଯୋଗ ଦେବେ । ଏହା ପରେ ଟ୍ରମ୍ପ ନବନିର୍ମିତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବେ । ଟ୍ରମ୍ପଙ୍କ ସ୍ୱାଗତାର୍ଥେ ୧୦ କିମି…

ଆସନ୍ତାକାଲି ଓଡିଶା ଆସୁଛନ୍ତି ସୀତାରାମ ୟେଚୁରୀ

ଭୁବନେଶ୍ୱର: ସିପିଆଇ-ଏମର ମହାସଚିବ ସୀତାରାମ ୟେଚୁରୀ ଗୁରୁବାର ଦିନ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ସିଏଏ ଓ ଏନଆରସି ବିରୋଧି ସମ୍ମିଳନୀକୁ ସେ ସମ୍ବୋଧିତ କରିବା ନେଇ ଜଣାପଡିଛି ।

କ୍ୟୁବାରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ; ଜନ୍ମମାଟିରେ ଶେଷକୃତ୍ୟ

କ୍ୟୁବାରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ; ଜନ୍ମମାଟିରେ ଶେଷକୃତ୍ୟ ଭୁବନେଶ୍ୱର: କ୍ୟୁବାର ସାଣ୍ଟାମେରିଆଠାରେ ଏକ କନଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟରତ ଜଣେ ଓଡିଆ ଶ୍ରମିକଙ୍କର ଗତ ୩୦ ତାରିଖରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୃତଦେହକୁ ଜନ୍ମମାଟିକୁ…

ଗାଡି ଚୋର ସନ୍ଦେହରେ ଯୁବକଙ୍କୁ ଘେରିଲେ ଲୋକେ

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ହାଇଟେକ ପ୍ଲାଜାରେ ଜଣେ ଯୁବକକୁ ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ଘେରିଛନ୍ତି । ଉକ୍ତ ଯୁବକକୁ ଲୋକମାନେ ପୋଲିସ ଜିମା ଦେଇଛନ୍ତି । ତେବେ ଯୁବକ ଜଣକ ଗାଡି ଚୋରି କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ସୋଶିଆଲ ମିଡିଆରେ ଏକ ଭିଡିଓ…

ଓଡ଼ିଶାରେ ଷ୍ଟାର୍ଟଅପ୍ ବିକାଶ ଲାଗି ଏଚଡ଼ିଏଫସି, ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ବ୍ୟାଙ୍କିଂ ମାଧ୍ୟମରେ ଷ୍ଟାର୍ଟଅପଗୁଡ଼ିକର ବିକାଶ ଲାଗି ବୁଧବାର ଦିନ ଓଡ଼ିଶା ସରକାର ଓ ଏଚଡ଼ିଏଫସି ବ୍ୟାଙ୍କ ଲିମିଟେଡ଼ ମଧ୍ୟରେ ଏକ ବୁଝାମଣା (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ଷ୍ଟାର୍ଟଅପ୍ ପଲିସି…

୧୧ କିଲୋମିଟର ଗାଡି ଚଳାଇବା ପରେ ହେଲମେଟରେ ସାପ ଥିବା ଜଣାପଡିଲା

କାନାଦାନ: କେରଳରେ ଜଣେ ଶିକ୍ଷକ ଅଳ୍ପକେ ନିଶ୍ଚିତ ମୃତ୍ୟୁମୁଖରୁ ବଂଚିଛନ୍ତି । ରିପୋର୍ଟ ମୁତାବକ ସଂସ୍କୃତ ଶିକ୍ଷକ କେଏ ରଞ୍ଜିତ ଘରୁ ହେଲମେଟ ପିନ୍ଧୁ ୧୧ କିଲୋମିଟର ଦୂରରେ ଥିବା ସ୍କୁଲକୁ ପାଠ ପଢ଼ାଇବାକୁ ଆସିଥିଲେ । ସ୍କୁଲରେ ପହଚିଂବା ପରେ ସେ ହେଲେମେଟ କାଢ଼ିବା ମାତ୍ରେ ଭୟଭୀତ ହୋଇ…