Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବାଟରେ ପଇଡ଼ ପିଇଲେ, ବାପାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବର୍ଷ ଅବସରରେ ପୁରୀ ଶ୍ରୀମନ୍ଦିର ଯାଇ ସମସ୍ତ ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଓଡ଼ିଶାବାସୀଙ୍କ ସୁଖ ଓ ସମୃଦ୍ଧିର କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ଅବସରରେ ‘ଓଡ଼ିଶା ସମ୍ବାଦ’ର କିଛି…

ସିଡନୀ ଟେଷ୍ଟ: ଘୋଷିତ ୧୩ ଜଣିଆ ଦଳରେ ରାହୁଲ ଓ ଅଶ୍ୱିନ୍ ସାମିଲ, ବାଦ୍ ପଡିଲେ ରୋହିତ ଶର୍ମା

ସିଡନୀ : ସିଡନୀରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏନେଇ ବିସିସିଆଇ ପକ୍ଷରୁ ଜାରି ଏକ ଟ୍ୱିଟରେ ସୂଚନା ଦିଆଯାଇଛି । ଆଜି ଘୋଷଣା କରାଯାଇଥିବା ୧୩ ଜଣିଆ ଦଳରେ ଓପନର୍ ଲୋକେଶ…

ପୁରୀରୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଏବେବି ଅସ୍ପଷ୍ଟ !

ନୂଆଦିଲ୍ଲୀ: ୨୦୧୯ ନୂତନବର୍ଷରେ ଗଣମାଧ୍ୟମ ଏଜେନ୍ସି ଏଏନଆଇକୁ ତାଙ୍କର ପ୍ରଥମ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ, ନିୟନ୍ତ୍ରଣ ରେଖା ନିକଟ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ରାମମନ୍ଦିର ପ୍ରସଙ୍ଗ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା…

ଶ୍ରୀଜଗନ୍ନାଥଙ୍କ ନିକଟରେ ସୁଖ ଓ ସମୃଦ୍ଧି କାମନା କରି ୨୦୧୯ ନବବର୍ଷରେ ଓଡ଼ିସାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା…

ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ ନୂତନବର୍ଷର ପ୍ରଥମ ସୂର୍ଯ୍ୟେଦୟକୁ ଉପଭୋଗ କରିବା ସହିତ ଓଡ଼ିଆଙ୍କ ପ୍ରାଣର ଦେବତା ମହାପ୍ରଭୁ ଶ୍ରୀଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଲକ୍ଷ ଲକ୍ଷ ଜନସାଧାରଣ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତଥା ପ୍ରବଳ ଜନସମାଗମକୁ ଲକ୍ଷ୍ୟ…

ଆଠଗଡ ହାତୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ଅନ୍ୟ ଜଣେ ଅଭିଯୁକ୍ତ

ଆଠଗଡ : କଟକ ଜିଲ୍ଲା ଆଠଗଡ଼ ଫରେଷ୍ଟ ରେଞ୍ଜ ସୁକାସନ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ରାଜନଗର ସଦର ଅନ୍ତର୍ଗତ ତଇଲାରେ ଡିସେମ୍ବର ୧୨ ତାରିଖରେ ଏକ ମାଈ ହାତୀର ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ନାମ ଦେବ ଦେହୁରୀ…

ଲାଗୁ ହେଲା ନୂଆ ଜିଏସଟି ରେଟ୍: ଟିଭି, କ୍ୟାମେରା ଭଳି ୨୩ଟି ସାମଗ୍ରୀ ଆଜିଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଜିଏସଟି ରେଟରେ ହ୍ରାସ ହେବା ଫଳରେ ଜାନୁଆରି ୧ ତାରିଖରୁ ପ୍ରାୟ ୨୩ଟି ଦ୍ରବ୍ୟ ଓ ସେବା ଶସ୍ତା ହୋଇଛି । ଏସମ୍ପର୍କରେ ଗତ ଡିସେମ୍ବର ୨୨ ତାରିଖରେ ବସିଥିବା ଜିଏସଟି କାଉନସିଲର ୩୧ତମ ବୈଠକରେ ନିଷ୍ପତ୍ତି ହୋଇଥିଲା । ଯେଉଁ ସାମଗ୍ରୀ ଗୁଡିକରେ ଜିଏସଟି ହାର ୨୮…

ନବୀନଙ୍କୁ ଚୋର କହିଥିବାରୁ ବିଜେଡ଼ିରୁ ବହିଷ୍କୃତ ହେଲି: ଦାମ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ ମଙ୍ଗଳବାର ଦିନ କହିଛନ୍ତି, ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୋର କହିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା । “ନବୀନ ପଟ୍ଟନାୟକ ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ଚୋର କହି ଦଳରୁ ବହିଷ୍କାର କରିଥିଲେ…

ନୂଆ ରେକର୍ଡ କଲା ସୁଦର୍ଶନ ପଟ୍ଟନାୟକଙ୍କ ସାନ୍ତାକ୍ଲଜ୍ ବାଲୁକା କଳା

ଭୁବନେଶ୍ୱର : ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେବେ ବି ଭାବିନଥିଲେ ଯେ ବଡ ଦିନର ସାନ୍ତାକ୍ଲଜ୍ ନୂଆବର୍ଷରେ ଉପହାର ସ୍ୱରୂପ ଏଭଳି ଏକ ପୁରସ୍କାର ଦେବ । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସାନ୍ତାକ୍ଲଜ ବିଶ୍ୱ ରେକର୍ଡ ମାନ୍ୟତା ପାଇଛି । ଏନେଇ ଆଜି…

ଶୀତର ପ୍ରକୋପରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର : ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟର ୧୯ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଛି । ସେହିପରି…

ଆରପାରିରେ ଭେଟେରାନ୍ ଅଭିନେତା କାଦର ଖାନ୍

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ତଥା କମେଡି କିଙ୍ଗ କାଦର ଖାନଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । କାନାଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ଆଜି ସେ ଇହଲୀଳା ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଅନ୍ତିମ ସମୟରେ ତାଙ୍କ…