ଏକାଥରକେ ୪ଟି ଫ୍ଲାଟ କିଣିଲେ ଅରଜିତ ସିଂ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରଜିତ ସିଂ ଏକାଥରକେ ୪ଟି ଫ୍ଲାଟ କିଣି ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇ ବର୍ସୋବା ଅଚଂଳର ଏହି ସମସ୍ତ ଫ୍ଲାଟ ପାଇଁ ଅରଜିତ ୯.୧ କୋଟି ଟଙ୍କା ଦେଇଛନ୍ତି ।
ସମସ୍ତ ପ୍ଲାଟର ପଂଜିକରଣ ୨୨ ଜାନୁୟାରୀରେ କରାଯାଇଥିଲା । ଅରଜିତ ୨୦୦୫ରେ ଫେମ୍ ଗୁରୁକୁଳରୁ…