Latest Odisha News

BREAKING NEWS

ଛାତ୍ରୀଙ୍କୁ ଗୁଳିମାଡ ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରେ ଦିନ ଦ୍ୱିପହରେ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ କମିଶନରେଟ୍ ପୋଳିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କୌଣସି ଦୁର୍ବୃତ ନୁହଁନ୍ତି ବରଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକ ବୋଲି ଜଣାପଡିଛି ।…

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସଞ୍ଜିବ ପାଣିଗ୍ରାହୀ

କଟକ: ଓଡିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜିବ କୁମାର ପାଣିଗ୍ରାହୀ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ଓଡିଶା ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କୁ ନିଯୁକ୍ତି ସହ ଏବେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ…

ଦୁର୍ଗମ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟର କାନ୍ଧେଇ ହସ୍ପିଟାଲ୍ ନେଲେ ବିଧାୟକ !

ପାପଡ଼ାହାଣ୍ଡି: ଗତବର୍ଷ ନିର୍ବାଚନରେ ବିଜୟ ଲାଭ କରିଥିଲେ ମଧ୍ୟ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ ନିଜର ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟ ଜିତିଯାଇଛନ୍ତି । ବିଧାୟକ ମନୋହର ଦୁର୍ଗମ ରାସ୍ତାରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସହଯୋଗୀଙ୍କ ସହିତ କାନ୍ଧେଇ…

ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଅଭିଯୋଗରେ ଭୁବନେଶ୍ୱରର ଦୁଇ ଛାତ୍ର ଗିରଫ

ଭୁବନେଶ୍ୱର: ରାଜ୍ୟ ବାହାରୁ ଅବୈଧ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଆଣିବା ଅଭିଯୋଗରେ ଭୁବନେଶ୍ୱରର ଦୁଇ ଜଣ ଛାତ୍ର ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଛାତ୍ର ହେଉଛନ୍ତି ଝାରଖଣ୍ଡ ନିବାସୀ ସାନୁ ପୋଦ୍ଦାର(୨୧) ଓ ଭୁବନେଶ୍ୱରର ସୁରେଶ ପାଣିଗ୍ରାହୀ (୨୪) । ଉଭୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ…

ରେଟ୍ରୋ ଲୁକ୍‌ରେ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୁରା କାଷ୍ଟ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ପରଦାକୁ ଆସିଲା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଆଉ ଏକ ନୂଆ ଗୀତ “ଅରେ ପ୍ୟାର୍ କର୍‌ଲେ” । ଗୀତରେ ଫିଲ୍ମର ପୁରା କାଷ୍ଟକୁ ରେଟ୍ରୋ ଲୁକ୍‌ରେ ଦେଖିବାକୁ ମିଳିଛି । ଏକ ଏହା ଡିସ୍କୋ ସଙ୍ଗ । ଗୀତଟିକୁ ବଲିଉଡର ସୁପରଷ୍ଟାର ସିଙ୍ଗର ବାପି ଲେହରୀ ଓ ଅୟୁଷ୍ମାନ ଖୁରାନା ମିଶି…

ପିଲା କହି ପାରିଲେନି ନିଜ ଜିଲ୍ଲାର ନାଁ, ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

କଳାହାଣ୍ଡି: ଅଚାନକ କଳାହାଣ୍ଡିର ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ । ସେ ସ୍କୁଲରେ ପହଂଚି ପିଲାଙ୍କ ସହ ପାଠ ପଢ଼ା ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ସେ କ୍ଲାସରେ ପିଲାଙ୍କୁ ଇଂରାଜୀରେ ନିଜ ଜିଲ୍ଲାର ନାଁ ପଚାରିଥିଲେ । ତେବେ ଅନେକ…

ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହ ସୁନାରେ ତିଆରି କରିବାକୁ ମହାବୀର ଟ୍ରଷ୍ଟର ପ୍ରସ୍ତାବ

ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ ଦ୍ୱାରା ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ହେବା ପରେ ସମସ୍ତଙ୍କ ମନରେ ରାମ ମନ୍ଦିରକୁ ନେଇ ଅନେକ ଆଶା ରହିଛି । ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଭବ୍ୟ ଓ ଦିବ୍ୟ ହେଉ ବୋଲି ଆଶା କରାଯାଉଛି । ରାମ ମନ୍ଦିରର ଗର୍ଭ ଗୃହ ସୁନାରେ ତିଆରି କରିବାର ପ୍ରସ୍ତାବ…

କିଶୋର କୁମାରଙ୍କ ବାୟୋପିକ୍‌ରେ ରଣବୀର

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡର ସୁପର ଷ୍ଟାର ସିଙ୍ଗର ତଥା ଅଭିନେତା ସ୍ୱର୍ଗତ କିଶୋର କୁମାରଙ୍କ ଆସିବ ବାୟୋପିକ୍ । ଏନେଇ ନିର୍ଦ୍ଦେଶକ ଅନୁରାମ ବାସୁ ଘୋଷଣା କରିଛନ୍ତି । ସେ କିଶୋର କୁମାରଙ୍କ ଜୀବନୀ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମର ଲିଡ୍ ରୋଲ୍ ତଥା କିଶୋର…

ପ୍ରେମ ସପ୍ତାହରେ ଏହିଭଳି କରନ୍ତୁ ନିଜ ପ୍ରେମର ନିବେଦନ….

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ନିଜ ମନର ମଣିଷକୁ ମନର କଥା କହିବା ପାଇଁ ପ୍ରେମୀ ଯୁଗଳ ବାଛୁଛନ୍ତି ନୂଆ ନୂଆ ପନ୍ଥା । ତେବେ ସମସ୍ତଙ୍କ ଠାରୁ ଆପଣ ଯଦି କିଛି ଅଲଗା ଭାବେ ନିଜ ସାଥୀଙ୍କୁ ପ୍ରେମ ନିବେଦନ କରିବେ ତେବେ ସେ ନିହାତି ଖୁସି ହୋଇଯିବେ । ଲଭ ଲେଟର: ଆଜିର ଫେସ୍‌ବୁକ୍‌…

ଗୃହ କମିଟି ବୈଠକ ଅଧାରୁ ଉଠି ଆସିଲେ ମୋହନ ମାଝୀ

ଭୁବନେଶ୍ୱର: ରେଳ ବଜେଟ୍‌ରେ ଓଡ଼ିଶାକୁ ଅଣଦେଖା ପ୍ରସଙ୍ଗରେ ଆଜି ବଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟର ବୈଠକ ବସିଥିଲା । ତେବେ ଏହି ବୈଠକରେ ରେଳ ଅନୁଦାନ ନେଇ ଆଲୋଚନା ଚାଲିଥିବା ବେଳେ ଏକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବୈଠକ ଅଧାରୁ ଉଠି ଆସିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ…