Latest Odisha News

BREAKING NEWS

କରୋନା ଭାଇରସ: ସମସ୍ତ ଦେଶକୁ ସତର୍କ ରହିବାକୁ ଡବ୍ଲୁଏଚଓର ଚେତାବନୀ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) କରୋନା ଭାଇରସର ସଂକ୍ରମଣ ଚୀନରୁ ଅନ୍ୟ ଦେଶଗୁଡିକୁ ବ୍ୟାପୁଥିବାରୁ ସମସ୍ତ ଦେଶକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । ଏହି ଘାତକ ଭାଇରସ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସମସ୍ତ ଦେଶକୁ ଅପିଲ କରିଛି । ଡବ୍ଲ୍ୟୁଏଚଓର ପ୍ରମୁଖ…

ଓଜନ ହ୍ରାସ କରିବ ଘିଅ !

ଭୁବନେଶ୍ୱର: ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀ ଦ୍ୱାରା ଶରୀର ସୁସ୍ଥ ରହିଥାଏ। ତେବେ ଆଜିକାଲିର ବ୍ୟସ୍ତବହୁଳ ଜୀବନକୁ ନିଜର ଯତ୍ନ ନେବା ସତେ ଯେପରି ମନରୁ ପାସୋରି ଗଲାଣି । ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍‌ ଫୁଡ୍‌ ଖାଇବାକୁ ଯୁବପିଢୀ ବେଶି ପସନ୍ଦ କରୁଛନ୍ତି,…

ଶିଶୁ ଜନ୍ମ କଲେ ମିଳିବ ଦେଢ଼ ଲକ୍ଷ ଟଙ୍କା !

ଏଥେନ୍ସ: ଗ୍ରୀସରେ କମୁଥିବା ଜନସଂଖ୍ୟା ସରକାରଙ୍କ ପାଇଁ ବଡ ସମସ୍ୟା ପାଲଟି ଯାଇଛି । ଏହି ସମସ୍ୟା ସହିତ ମୁକାବିଲା କରିବା ପାଇଁ ସରକାର ‘ବେବି ବୋନସ’ ନାଁରେ ଏକ ଯୋଜନା ଘୋଷଣା କରିଛନ୍ତି । ଏଣିକି ଲୋକଙ୍କୁ ଶିଶୁ ଜନ୍ମ କଲେ ଟଙ୍କା ଦିଆଯିବ । ଗ୍ରୀସର ଜନସଂଖ୍ୟା ପାଖାପାଖି ୧କୋଟି ୪ଲକ୍ଷ ।…

ରାଜଧାନୀରେ ଚାଞ୍ଚଲ୍ୟ; ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ସୋମବାର ଦିନ ପାଖାପାଖି ୨ ଜଣ ଦୁବୃର୍ତ୍ତ ଜଣେ ଯୁବତୀଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା…

ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, ୨ ଯବାନ ସହିଦ

ବିଜାପୁର: ଛତିଶଗଡର ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସିଆର୍‌ପିଏଫ୍ କୋବ୍ରା ବଟାଲିୟନର ୨ ଯବାନ ସହିଦ ହୋଇଛନ୍ତି । ସେପଟେ ସେନାର ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଆଜି ସକାଳେ ସିଆର୍‌ପିଏଫ୍ ଯବାନଙ୍କ ପକ୍ଷରୁ…

ଶାହିନ ବାଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି; ରାସ୍ତା ଅବରୋଧ କରିପାରିବେନି ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଂଜିକରଣ(ଏନସିଆର) ବିରୁଦ୍ଧରେ ଗତ ୨ମାସ ହେଲାଣି ଶାହିନ ବାଗରେ ପ୍ରଦର୍ଶନ ଜାରି ରହିଛି । ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଆନ୍ଦୋଳନକାରୀଙ୍କୁ ହଟାଇବା ଆଦେଶ ଦେବାକୁ ମନା କରିଛନ୍ତି । କିନ୍ତୁ ଅଧିକ…

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ନିଲାମ ହେବ ଗୋରୁମହିଷାଣି ଲୁହାପଥର ଖଣି

ନୂଆଦିଲ୍ଲୀ: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଗୋରୁମହିଷାଣି ଲୁହାପଥର ଖଣି ସୋମବାର ଦିନ ନିଲାମ ହେବାକୁ ଦିନ ଧାର୍ଯ୍ୟ ହୋଇଛି । ଓଡ଼ିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୁହାପଥର ଖଣି ନିଲାମ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ପ୍ରାୟ ୧୧ଟି କମ୍ପାନୀ ପ୍ରସ୍ତୁତ ଅଛନ୍ତି । ମୟୂରଭଞ୍ଜର ଗୋରୁମହିଷାଣି…

ବ୍ରହ୍ମପୁର ବସ୍ ଦୁର୍ଘଟଣା ପ୍ରସଙ୍ଗ: ୪ ଯନ୍ତ୍ରୀ ସସ୍‌ପେଣ୍ଡ

ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ ୧୧ କେଭି ତାର ଲାଗି ୧୦ଜଣ ମୃତ୍ୟୁ ଘଟଣାର ଦିନକ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ୪ଜଣ ଇଂଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଛି । ବ୍ରହ୍ମପୁର ଇଲେକ୍‌ଟ୍ରିକାଲ ଡିଭିଜନର ଜେଇ, ସହକାରୀ ଯନ୍ତ୍ରୀ, ସାଉଥକୋ ଜେଇ…

ଧରାପଡ଼ିଲା ବଙ୍ଗୀୟ ମହିଳାଙ୍କ ଗଞ୍ଜେଇ ବେପାର; ୧୦୫ କ୍ୱିଣ୍ଟାଲ୍ ନିଶାଦ୍ରବ୍ୟ ଜବତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ହୋଇ ପ୍ରାୟ ୧୦୫ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । ଏହି ନିଶା ଚୋରା ଚାଲାଣ କାରବାରରେ ଅନେକ ବଙ୍ଗୀୟ ମହିଳା ସଂପୃକ୍ତ ରହିଥିବାର ପୋଲିସ ସୂତ୍ରରୁ ସୂଚନା ମିଳିଛି ।…

ମ୍ୟାଚ ପରେ ବାଂଲାଦେଶ-ଭାରତ ଖେଳାଳିଙ୍କ ମଧ୍ୟରେ ମାରପିଟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ମ୍ୟାଚ ପରେ ବାଂଲାଦେଶ ଖେଳାଳି ଅତ୍ୟଧିକ ଖୁସିରେ ଭାରତୀୟ ଖେଳାଳିଙ୍କୁ ଥଟ୍ଟା କରିଥିଲେ । ଜଣେ ଭାରତୀୟ ଖେଳାଳି ଏହା ସହ୍ୟ କରି ନ ପାରି ବିପକ୍ଷ ଦଳର ଖେଳାଳିଙ୍କୁ ଧକ୍କା…