ଢେଙ୍କାନାଳରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଜଣେ ମହିଳାଙ୍କୁ ଦନ୍ତାହାତୀ ଦଳି ମାରିବା ଘଟଣାରେ ଆଜି ଉତ୍ତେଜିତ ସ୍ଥାନୀୟ ଲୋକମାନେ ଭାଲୁମୁଣ୍ଡା ଛକରେ ରାସ୍ତା ଅବରୋଧ କରିଛନ୍ତି ।
ମୃତ ମହିଳାଙ୍କ ନାମ ନିରୁପମା ବିଶ୍ୱାଳ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ନିରୁପମା ମର୍ଣ୍ଣିଂ…