Latest Odisha News

BREAKING NEWS

ଦିଲ୍ଲୀପ ଓ ବିଜୟଙ୍କ ଇସ୍ତଫା କୌଣସି ପ୍ରଭାବ ପକାଇବ ନାହିଁ: ବିଜେପି

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କ ଇସ୍ତଫାରେ ଦଳ ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ ବୋଲି ଶୁକ୍ରବାର ଦିନ ବିଜେପି କହିଛି । “ଯେଉଁ ଦୁଇ ଭଦ୍ରବ୍ୟକ୍ତି ଇସ୍ତଫା ପ୍ରଦାନ କରିଛନ୍ତି, ସେମାନେ କାହାନ୍ତି?” କେଉଁମାନେ ଇସ୍ତଫା ପ୍ରଦାନ…

ଗଜପତିରେ ଖାଇକୁ ଟ୍ରକ ଓଲଟି ୩ ମୃତ

ଗଜପତି : ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ବାଦପୁର ଘାଟି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆର୍ ଉଦୟଗିରି ରୁ ପାରଳାଖେମୁଣ୍ଡି ଆସୁଥିବା ଏକ ଟ୍ରକ ବାଦପୁର ନିକଟରେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ…

ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ସୁପ୍ରିମକୋର୍ଟ ଡ଼ିସେମ୍ବର ଶେଷ ସୁଦ୍ଧା ନୂଆ ଆମିକସ୍ କ୍ୟୁରିଙ୍କୁ ନିଯୁକ୍ତ କରିବେ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସ୍ତାବିତ ସଂସ୍କାର ତଦାରଖ କରିବାକୁ ସୁପ୍ରିମକୋର୍ଟ ଡ଼ିସେମ୍ବର ଶେଷ ସୁଦ୍ଧା ନୂତନ ଆମିକସ୍ କ୍ୟୁରୀଙ୍କୁ ନିଯୁକ୍ତି ଦେବାର ସୂଚନା ମିଳିଛି । ବର୍ତ୍ତମାନର ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣିୟମ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦବୀରୁ…

ବିଜେପିରେ ମିଶିବା ହିଁ ମୋର ଭୂଲ୍ ନିଷ୍ପତ୍ତି ଥିଲା: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିରେ ମିଶିବା ହିଁ ଭୂଲ୍ ନିଷ୍ପତ୍ତି ଥିଲା ବୋଲି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାପରେ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି, ସେ ତାଙ୍କର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ…

ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଲେ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି । ବିଜୟ ମହାପାତ୍ର ତାଙ୍କର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିକଟକୁ ପଠାଇ ଦେଇଛନ୍ତି । ବରିଷ୍ଠ ନେତା…

‘ସାଥି ତୁ ଫେରିଆ’ରେ କମାଲ୍ କରୁଛନ୍ତି ଅନୁଭା-ଜ୍ୟୋତିଙ୍କ ଯୋଡ଼ି

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ସୁନ୍ଦରୀ ନାୟିକା ଅନୁଭା ସୌର୍ଯ୍ୟାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଛୁଇଁ ପାରିଛି । ଅନୁଭାଙ୍କ ଫ୍ୟାନମାନେ ପ୍ରଥମଥର ଲାଗି ନାୟକ ଜ୍ୟୋତିଙ୍କ ବିପକ୍ଷରେ ଅଭିନୟ କରିଥିବାର ଦେଖିବାକୁ ପାଇଛନ୍ତି । କଥାହେଲା ସଦ୍ୟ ରିଲିଜ୍ ହୋଇଥିବା ଏହି ‘ସାଥି ତୁ ଫେରିଆ’…

ଆସନ୍ତାକାଲି ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେବେ !

ଭୁବନେଶ୍ୱର: ବିଜେପିର ଅନ୍ତର୍ଦଳୀୟ କନ୍ଦଳ ଏବେ ପଦାକୁ ଆସିଛି, କାରଣ ଦୁଇଜଣ ବରିଷ୍ଠ ଦଳୀୟ ନେତା ବିଜୟ ମହାପାତ୍ର ଏବଂ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦେଇପାରନ୍ତି । ଦଳର ପ୍ରାଥମିକ ସଦସ୍ୟତା ପଦରୁ ଦିଲ୍ଲୀପ ରାୟ ଇସ୍ତଫା ଦେବା କଥା ଗଣମାଧ୍ୟମ ସାମ୍ନାରେ…

ସମ୍ବଲପୁରରେ ରେଳ ରୋକ୍: ବାତିଲ ଟ୍ରେନ ସୂଚନା

ଭୁବନେଶ୍ୱର : ପଶ୍ଚିମ ଓଡିଶାର ସମ୍ବଲପୁର, ହୀରାକୁଦ ଏବଂ ସମ୍ବଲପୁର ଟାଉନ୍ ରେଳ ଷ୍ଟେସନରେ ରେଳ ରୋକ ଯୋଗୁଁ ଗୁରୁବାର ଦିନ ରେଳ ଯାତ୍ରା ବ୍ୟାହତ ହୋଇଛି । ଯେଉଁସବୁ ଟ୍ରେନ ଗୁଡିକର ଚଳାଚଳ ବାଧାପ୍ରାପ୍ତ ହୋଇଛି, ସେଗୁଡିକର ବିବରଣୀ ବାତିଲ ହୋଇଥିବା ଟ୍ରେନ- ୧. ୧୮୩୦୧/୧୮୩୦୨-…

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘୨.୦’

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘୨.୦’ ସିନେମା ହଲରେ ମୁକ୍ତିଲାଭ କରିଛି । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ ହୋଇଛି । ଖିଲାଡି କୁମାର ଏହି ‘୨.୦’ ଫିଲ୍ମରେ ଭିଲିଆନ ଲୁକରେ ଅଭିନୟ କରିଥିବାବେଳେ ଏହା…

ସମସ୍ତେ ମିଳିମିଶି କାମ କଲେ ରାଜ୍ୟର ବିକାଶ ହୋଇପାରିବ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ବିଜେପିରେ ଯୋଗ ଦେବା ପରେ ଓଡ଼ିଶା ଫେରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନ ବନ୍ଦରରୁ ତାଙ୍କୁ ବିଜେପି ଭୁବନେଶ୍ୱର ଜିଲ୍ଳା ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏକ ବାଇକ ରାଲି କରି ତାଙ୍କୁ ଲିଙ୍ଗରାଜ ମନ୍ଦିର ଯାଏଁ ଅଣାଯାଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ…