ଅବପାତର ରୂପ ନେଲା ଲଘୁଚାପ, ଓଡ଼ିଶାରେ ବର୍ଷା ଆଶଙ୍କା
ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି, ଏହା ପ୍ରଭାବରେ ଓଡିଶାରେ ବୃଷ୍ଟିପାତ ହେବାର ଆଶଙ୍କା ରହିଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହା ଘନୀଭୂତ ହୋଇଥିବା ବେଳେ ଗୋପାଳପୁର ଠାରୁ ୧୦୫୦ କିଲୋମିଟର ଦକ୍ଷିଣପୂର୍ବରେ ରହିଥିବା ସୂଚନା ଦେଇଛି…