Latest Odisha News

BREAKING NEWS

ସୁନ୍ଦର ସ୍ୱାସ୍ଥ୍ୟ ଲାଗି ଉପକାରୀ କଞ୍ଚା ଅମୃତଭଣ୍ଡା…

ଭୁବନେଶ୍ୱର: ପ୍ରାୟ ସମସ୍ତେ ପାଚିଲା ଅମୃତଭଣ୍ଡା ଖାଇବାକୁ ଭଲ ପାଆନ୍ତି, କିନ୍ତୁ କଞ୍ଚା ଅମୃତଭଣ୍ଡାରେ ପାଚିଲା ଅମୃତଭଣ୍ଡା ଠାରୁ ଅଧିକ ଔଷଧୀୟ ଗୁଣ ଭରି ରହିଛି । ଅବଶ୍ୟ ଅନେକଙ୍କ ଘରେ କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଯଦି ଆପଣ କଞ୍ଚା…

ଟ୍ରାଡ଼ିସନାଲ୍ ପଞ୍ଜାବୀ ସାଲୱାର୍ ସୁଟ୍ : ଲାଟେଷ୍ଟ୍ ଆରାମଦାୟକ ଆଉଟଫିଟ୍

ଭୁବନେଶ୍ୱର: ଫ୍ୟାଶନ୍ କହିଲେ ଏବେର ଆରାମଦାୟକ ଆଉଟଫିଟ୍ ବୁଝିବାକୁ ପଡ଼ିବ । ତେବେ କିଛିଟା ଟ୍ରାଡ଼ିସନାଲ୍ କପଡ଼ା କୌଣସି ବିଶେଷ ଅବସରରେ ପିନ୍ଧିବାର ସୁଯୋଗ ମିଳେ । ସାଲୱାର୍ ସୁଟ୍ କଥା ପଡ଼ିଲେ ପ୍ରଥମତଃ ପଞ୍ଜାବୀ ସୁଟ୍ ପ୍ରତି ସମସ୍ତଙ୍କର ବିଶେଷ ଆକର୍ଷଣ ଥାଏ । ଏହା ଯେକୌଣସି ଫିଗର୍କୁ ବି…

ରାଜଧାନୀରେ ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ଆରମ୍ଭ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶୁଭା ଶର୍ମା ଏହି ପ୍ରଦର୍ଶନୀକୁ ସ୍ଥାନୀୟ ଇଡ଼୍‌କୋ ପ୍ରଦର୍ଶନୀ…

ଝାରସୁଗୁଡ଼ା ବିମାନ ବନ୍ଦରରେ ଉଡ଼ାଣ ଯୋଜନା ଜାରି ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନ ବନ୍ଦରରେ ଅନିଶ୍ଚିତତା ଲକ୍ଷ୍ୟ କରି ନୂତନ ଭାବେ ଉଦଘାଟିତ ହୋଇଥିବା ଏହି ବିମାନବନ୍ଦରରେ ଉଡ଼ାଣ ଯୋଜନା ଜାରି ରଖିବାକୁ ମଙ୍ଗଳବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି । ପ୍ରଧାନମନ୍ତ୍ରୀ…

ଓଡ଼ିଶା ଉପକୂଳରୁ ଅଗ୍ନି କ୍ଷେପଣାସ୍ତ୍ରର ପ୍ରଥମଥର ଲାଗି ରାତିରେ ସଫଳ ପରୀକ୍ଷଣ

ଭଦ୍ରକ: ଓଡ଼ିଶା ଉପକୂଳରୁ ଅନୁକୂଳ ପାଗକୁ ଭିତ୍ତିକରି ପ୍ରଥମଥର ଲାଗି ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନି-୧ କ୍ଷେପଣାସ୍ତ୍ରର ମଙ୍ଗଳବାର ରାତିରେ ସଫଳ ପରୀକ୍ଷଣ ହୋଇପାରିଛି । ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ଦ୍ୱାରା ଭୂପୃଷ୍ଠରୁ…

ରାଜ୍ୟ ସରକାର ବୃଦ୍ଧି କଲେ ଶ୍ରମିକଙ୍କ ଦୈନିକ ମଜୁରି

ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ଦିନ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ହାରରେ ବୃଦ୍ଧି କରିଛନ୍ତି । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ପରେ ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ…

ସୋଆରେ ଉଦଘାଟିତ ହେଲା ୭ ଦିନିଆ ଜାତୀୟ ସଂହତି ଏବଂ ଏକତା ଶିବିର

ଭୁବନେଶ୍ୱର : ଜାତୀୟ ସଂହତିର ଅର୍ଥ ହେଉଛି ଅନେକତା ମଧ୍ୟରେ ଏକତା ସୃଷ୍ଟି କରିବା ଏବଂ ଦେଶର ସ୍ଥାୟିତ୍ୱ ଏବଂ ସମୃଦ୍ଧି ପାଇଁ ନାଗରିକ ମାନଙ୍କ ମଧ୍ୟରେ ସମଭାବ ସୃଷ୍ଟି କରିବା ସୋମବାର ସୋଆରେ ଆୟୋଜିତ ସାତ ଦିନିଆ ଜାତୀୟ ଏକତା ଶିବିରର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ…

‘ସୌର ଜଳନିଧି’ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୌର ଜଳନିଧି’ ନାମକ ଏକ ଯୋଜନାକୁ ଲୋକାର୍ପିତ କରିଛନ୍ତି । ‘ସୌର ଜଳନିଧି’ ଯୋଜନାରେ ସୌରଚାଳିତ ପମ୍ପର ବ୍ୟବହାର ଦ୍ୱାରା ଓଡିଶାର ଚାଷୀମାନେ ଉପକୃତ ହୋଇପାରିବେ । ରାଜ୍ୟରେ ଯେଉଁ ଚାଷଜମି ପାଇଁ ବିଦ୍ୟୁତ…

କଂଗ୍ରେସ ନେତା କୃଷ୍ଣ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେଲେ

ଭୁବନେଶ୍ୱର: କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଙ୍ଗଳବାର ଦିନ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । “ମୁଁ ଓଡ଼ିଶା ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେବାକୁ ସ୍ଥିର କରିଛି । ମୋର ଏହି ପତ୍ରଟିକୁ ‘ଇସ୍ତଫା ପତ୍ର’ ଭାବେ ବିବେଚନା କରିବାକୁ ଅନୁରୋଧ,” ବିଧାନସଭା ବାଚସ୍ପତି ପ୍ରଦୀପ…

କେନ୍ଦୁଝର: ଚିକିତ୍ସା ଅବହେଳାରୁ ୭ ମାସ ଶିଶୁପୁତ୍ରର ମୃତ୍ୟୁ

କେନ୍ଦୁଝର : ୭ ମାସର କୋମଳମତି ଶିଶୁର ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁଯାୟୀ ସେକ୍ ନଇମ୍ ନାମକ ଜନୈକ ବ୍ୟକ୍ତି ନିଜ ୭ମାସର ଶିଶୁ ପୁତ୍ରକୁ ଚିକିତ୍ସା ନିମନ୍ତେ ଚମ୍ପୁଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ…