Latest Odisha News

BREAKING NEWS

ପୂର୍ବତନ କ୍ରିକେଟର ଆଝାରୁଦ୍ଦିନଙ୍କ ନାମରେ ଏଫଆଇଆର

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁ୍‌ଦ୍ଦିନଙ୍କ ନାମରେ ଔରଙ୍ଗାବାଦରେ ଏଫଆଇଆର ରୁଜୁ କରାଯାଇଛି । ଆଝାରୁଦ୍ଦିନଙ୍କ ସମେତ ଅନ୍ୟ ୩ଜଣଙ୍କ ନାମରେ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏକ ଟ୍ରାଭେଲ ଏଜେନ୍ସି ଏହି ଗୁରୁତର ଅଭିଯୋଗ ଆଣିଛି ।…

ଅଧ୍ୟାପକଙ୍କୁ କୋଂଚି ସେଂଟର ମନା; କଲେଜ ପରିଚାଳନା କମିଟିରେ ରହିବେନି ବିଧାୟକ

ଭୁବନେଶ୍ୱର: ଏଣିକି କଲେଜ ପରିଚାଳନା କମିଟିରେ ରହିବେନି ବିଧାୟକ । କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ରହିବେ । ପରିଚାଳନା କମିଟରେ ଅଭିଭାବକଙ୍କୁ ମଧ୍ୟ ସାମିଲ କରାଯିବ । ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଅଭିଭାବକ ମହାସଂଘ ସମ୍ମିଳନୀରେ ଯୋଗ ଦେଇ ଏହି…

ଆଉ ୮ ଦିନ ପରେ ଫାଶୀ ପାଇବେ ନିର୍ଭୟା ଗଣ ଦୁଷ୍କର୍ମ ଅଭିଯୁକ୍ତ: କିପରି କଟୁଛି ସେମାନଙ୍କ ଦିନ, ଜାଣନ୍ତୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଫାଶୀ ମିଳିବ ନେଇ ଡେଥ ୱାରେଣ୍ଟ ଜାରୀ ହୋଇଛି । ତେବେ ଜୀବନ ଓ ମୃତ୍ୟୁର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଣ କରୁଛନ୍ତି ଏହି ୪ ଅଭିଯୁକ୍ତ…

‘ବାଗି-୩’ରେ ଦର୍ଶକ ଦେଖିବେ ଜ୍ୟାକି-ଟାଇଗର ଶ୍ରଫ ଯୋଡ଼ିଙ୍କ ଆକ୍ଟିଂ !

ମୁମ୍ବାଇ: ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ବାଗି-୩ରେ ବାପା ଜ୍ୟାକି ଶ୍ରଫ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପ୍ରଯୋଜକ ସାଜିଦ ନାଡିୱାଡୱାଲା କହିଛନ୍ତି । ହିରୋପନ୍ଥୀରୁ ବଲିଉଡ କ୍ୟାରିୟର ଆରମ୍ଭ କରିବା ପରଠାରୁ ତାଙ୍କ…

‘ଉଲ୍‌ଗୁଲାନ’ର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏ…

୧୮୫୭ ଅକ୍ଟୋବର ମାସର ମଧ୍ୟଭାଗ । ବେଳା ନଇଁ ଆସୁଛି । ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ ଆଭାରେ ମହାନଦୀର ସ୍ୱଚ୍ଛ ପାଣି ଝଲସୁଥାଏ । ସକାଳେ ଅସରାଏ ବର୍ଷା ହୋଇ ସମ୍ବଲପୁର ସହରକୁ ପରିଷ୍କାର କରିଦେଇଥାଏ । ମହାନଦୀର ପାଣି ଯେତେ କ୍ଷୀପ୍ର ବେଗରେ ବୋହିଯାଉଥାଏ, ଠିକ୍ ସେମିତି…

ବଡ଼ ମେଡିକାଲ ପାଇଁ ବଡ଼ ଘୋଷଣା: ବିଶ୍ୱସ୍ତରୀୟ ହେବ ‘ଏସସିବି’ ମେଡିକାଲ କଲେଜ

କଟକ/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ କଟକ ଗସ୍ତରେ ଯାଇ ଓଡ଼ିଆ ବଜାରସ୍ଥିତ ସଂଗ୍ରହାଳୟଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କଟକ ପାଇଁ କେତେକ ବଡ଼ ଘୋଷଣା ମଧ୍ୟ କରିଛନ୍ତି।ଏହି ଅବସରରେ କଟକର ଏସ୍ ସି…

ଆଇଆଇଏମ୍‍ସିରେ ଲୋକସମ୍ପର୍କ ରାଉଣ୍ଡ ଟେବୁଲ

ଢେଙ୍କାନାଳ: ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି । ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ କଳାର କୌଣସି ବିକଳ୍ପ ନାହିଁ । ଏଣୁ ଜଣେ ଉତ୍ତମ ଲୋକସମ୍ପର୍କ ଅଧିକାରୀଙ୍କ ସ୍ଥାନ କଦାପି ଟେକ୍ନଲୋଜି ପୂରଣ କରିପାରିବନି ବୋଲି କହିଛନ୍ତି ନାଲ୍‍କୋର ଡେପ୍ୟୁଟି…

ପାଟଣାର ପୂର୍ବତନ ବିଧାୟକ ଗୌରହରି ନାୟକଙ୍କ ପରଲୋକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାୟକଙ୍କର ଗୁରୁବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ପରିବାର ଲୋକଙ୍କ କହିବା ମୁତାବକ ଗୌରହରି ଦୀର୍ଘଦିନରୁ…

ସମଗ୍ର ଦେଶ ନେତାଜୀଙ୍କ ପ୍ରତି ଚୀର କୃତଜ୍ଞ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀ ଅବସରରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । India will always remain grateful to Netaji Subhas Chandra Bose for his bravery and…

ଭାରତୀୟ ମୁକ୍ତି ସଂଗ୍ରାମର ସେନାପତି ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ଜୀବନର କିଛି ଅକୁହା କାହାଣୀ ସମ୍ପର୍କରେ…

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ଥିଲେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ ସେ । ତାଙ୍କ ୭୫ ବର୍ଷ ଜୀବନ କାଳ ମଧ୍ୟରୁ ୩୬…