ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ବିଜୟ ଲକ୍ଷ୍ୟ ୩୨୩ ରନ୍ !
ଗୌହାଟୀ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୌହାଟୀରେ ଖେଳାଯାଉଥିବା ୧ମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଭାରତ ସାମ୍ନାରେ ୱେଷ୍ଟଇଣ୍ଡିଜ ୩୨୩ ରନର ଏକ ଲଢୁଆ ବିଜୟଲକ୍ଷ୍ୟ ରଖିଛି ।
ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ଥ…