Latest Odisha News

BREAKING NEWS

କୋଣାର୍କରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ୨ଜଣ ଅଭିଯୁକ୍ତ ଅଟକ

ପୁରୀ/କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୨ କିମି ଦୂରରେ ଥିବା ଏକ କମ୍ପେ୍ଲକ୍ସରେ ୧୦ ଦିନ ଧରି ଜଣେ ୨୫ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୋଲିସ ଗୁରୁବାର ଦିନ ୨ଜଣଙ୍କୁ ଅଟକ ରଖିଛି । ପୁରୀ ଜିଲ୍ଲା ଅତିରିକ୍ତ ଏସପି ଗାଗାରିନ ମହାନ୍ତି କହିଛନ୍ତି, ୨…

ତିତଲି ବାତ୍ୟାରେ ୬୦ଲକ୍ଷ ଲୋକ ପ୍ରଭାବିତ, ୨୭୬୫ କୋଟି ଟଙ୍କାର କ୍ଷୟକ୍ଷତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ ଗୁରୁବାର ଦିନ ସୂଚନା ଦେଇ କହିଛନ୍ତି, ଭୟଙ୍କର ତିତଲି ବାତ୍ୟା ଏବଂ ତା’ପରେ ହୋଇଥିବା ବନ୍ୟାରେ ରାଜ୍ୟର ୧୭ଟି ଜିଲ୍ଲାର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକରେ…

ଏମ୍ସ: ଦ୍ରୁତ ଆରୋଗ୍ୟରେ ଜଗା-କାଳିଆ

ନୂଆଦିଲ୍ଲୀ : ଯାଆଁଳା ଭାଇ ଜଗା-କାଳିଆ ଧିରେ ଧିରେ ସୁସ୍ଥ ହେଉଥିବାବେଳେ ସେମାନଙ୍କ ଆରୋଗ୍ୟକୁ ନେଇ ଏକ ନୂଆ ଖବର ନଜରକୁ ଆସିଛି । ପ୍ରଥମଥର ପାଇଁ ଦୁଇ ଶିଶୁ ଏମ୍ସ କ୍ୟାମ୍ପସରୁ ବାହାରି ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଅଞ୍ଚଳରେ ବୁଲାବୁଲି କରିବା ସହିତ ବେଶ କିଛି ସମୟ ବିତାଇଥିବା ନେଇ…

ଓଡିଆ ଖେଳାଳୀ ପପୁ ରାୟ ‘ଦେଓଧର ଟ୍ରଫି’ ଖେଳିବା ପାଇଁ ମନୋନୀତ

ଭୁବନେଶ୍ୱର : ଓଡିଆ କିକ୍ରେଟ ଖେଳାଳୀ ପପୁ ରାୟ ଦିନିକିଆ ଦେଓଧର ଟ୍ରଫି ଖେଳିବା ଲାଗି ମନୋନୀତ ହୋଇଛନ୍ତି । ଏହି ବାମହାତି ଓଡିଆ ବୋଲର ଭାରତୀୟ ସିନିୟର ‘ସି’ ଦଳ ଲାଗି ୫୦ ଓଭର ବିଶିଷ୍ଟ ଦିନିକିଆ ଦେଓଧର ଟ୍ରଫି କ୍ରିକେଟ ଲାଗି ଯୋଗ୍ୟତା ହାସଲ କରିଛନ୍ତି । ଆସନ୍ତା ଅକ୍ଟୋବର ୨୩ ତାରିଖ…

# ‘ମି ଠୁ’: ଅକ୍ଟୋବର ୩୧ରେ ହେବ ଏମ. ଜେ. ଆକବରଙ୍କ ମାନହାନି ମୋକବ୍ଦମା ଶୁଣାଣି

ନୂଆଦିଲ୍ଲୀ : 'ମି ଠୁ' ଜାଲରେ ଛନ୍ଦି ହୋଇପଡିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ. ଜେ. ଆକବରଙ୍କ ଠୁ ବିବାଦ ପିଛା ଛାଡୁନାହିଁ । ଏହି ବରିଷ୍ଠ ସାମ୍ବାଦିକଙ୍କ ନାମରେ ପ୍ରିୟା ରମଣିଙ୍କ ଦ୍ୱାରା ଯୌନ ଶୋଷଣର ଅଭିଯୋଗ ହେବାପରେ ପରବର୍ତ୍ତୀ ସମୟରେ ଆକବର ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।…

କଟକ: ମହିଳାଙ୍କ ମୃତ୍ୟୁକୁ ନେଇ ନର୍ସିଂହୋମରେ ଭଙ୍ଗାରୁଜା

କଟକ : କଟକ ଜିଲ୍ଲା ଅନ୍ତର୍ଗତ ବଜ୍ରକବାଟୀ ନିକଟସ୍ଥ ଏକ ଘରୋଇ ନର୍ସିଂହୋମରେ ଉତ୍ତେଜନା ସହ ଭଙ୍ଗାରୁଜା ଲାଗିରହିଥିବା ନେଇ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏହି ନର୍ସିଂହୋମରେ ଚିକିତ୍ସା ଅବହେଳାରେ ଜଣେ ଚିକିତ୍ସାଧିନ ରୋଗୀଙ୍କ ମୃତ୍ୟୁ ହେବା ପରେ ରୋଗୀଙ୍କ ସମ୍ପର୍କୀୟମାନେ…

ବାତ୍ୟା ପ୍ରଭାବିତ ପାରଳାଖେମୁଣ୍ଡି-ପରପତନମ ମଧ୍ୟରେ ରେଳ ଟ୍ରାକ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

ଭୁବନେଶ୍ୱର : ଗଜପତି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ପ୍ରଭାବରେ ପାରଳାଖେମୁଣ୍ଡି ଓ ପରପତନମ ମଧ୍ୟରେ ଥିବା ରେଳ ଟ୍ରାକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଟ୍ରାକର ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ବାତ୍ୟା ତିତଲି ଯୋଗୁଁ ଚାରିଆଡେ ବନ୍ୟା ପରିସ୍ଥିତି ଉପୁଜି ଏହି ରେଳ ଟ୍ରାକଗୁଡିକ…

ଟ୍ରକ ଧକ୍କା ଦେଲା ତ୍ରିଭେନ୍ଦ୍ରମ ରାଜଧାନୀ ଏକ୍ସପ୍ରେସକୁ, ୧ ମୃତ

ଭୋପାଳ : ତ୍ରିଭେନ୍ଦ୍ରମ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଆଜି ସକାଳେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ରତଲାମ ନିକଟରେ ଏକ ଜଗୁଆଳୀ ବିହିନ ରେଳ ଫାଟକରେ ଗୋଟିଏ ଟ୍ରକ ସହ ଟ୍ରେନଟି ଧକ୍କା ହୋଇଥିଲା । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ କୌଣସି…

କରୁଣାମୟୀ ମା’ ତାରାତାରିଣୀ – ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ

ଓଡ଼ିଶାରେ ଅନେକ ଶକ୍ତିପୀଠ ବା ଦେବୀ ମନ୍ଦିର ପ୍ରସିଦ୍ଧି ଲାଭ କରିପାରିଛି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି । କରୁଣାମୟୀ ଦେବୀ ତାରାତାରିଣୀ ଭକ୍ତମାନଙ୍କର ମନୋସ୍କାମନା ପୂରଣ କରୁଥିବାର ବହୁକାଳରୁ ଜନଶୃତି ରହିଛି । ଶାରଦୀୟ ଦୁର୍ଗାପୂଜା…

ବାତ୍ୟା ତିତିଲି ପରେ: ନୂଆପଡ଼ା-ଗୁଣୁପୁର ରେଲୱେ ସେକ୍ସନ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଭୟଙ୍କର ତିତଲି ବାତ୍ୟା ପ୍ରଭାବରେ ୱାଲଟିୟର ଡ଼ିଭିଜନର ନୂଆପଡ଼ା-ଗୁଣୁପୁର ରେଲୱେ ସେକ୍ସନ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ରେଲୱେ ସୂତ୍ରରୁ ଜଣାପଡ଼ିଛି । ବାତ୍ୟାରେ ପ୍ରକାଣ୍ଡ ଗଛ ରେଲୱେ ଟ୍ରାକ ଉପରେ ପଡ଼ିଥିଲା ଏବଂ ବାତ୍ୟା ପରେ ହୋଇଥିବା ପ୍ରବଳ ବର୍ଷା ପରର ବନ୍ୟାରେ ଏହି…