ବାତ୍ୟା ତିତଲି: ବ୍ୟାପକ ଟ୍ରେନ ସମ୍ପତ୍ତି କ୍ଷୟକ୍ଷତି, ରେଳ ଚଳାଚଳ ବ୍ୟାହତ
ଭୁବନେଶ୍ୱର: ଭୀଷଣ ରୂପ ଧାରଣ କରିଥିବା ବାତ୍ୟା ତିତଲି ସିନା ଟଳିଗଲା, କିନ୍ତୁ ଇଷ୍ଟକୋଷ୍ଟ ରେଲୱେ ଅଧିନରେ ଥିବା ଅନେକ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି ପହଞ୍ଚାଇଛି ।
ଏହି ତିତଲି ବାତ୍ୟାର ପ୍ରଭାବରେ ଇଷ୍ଟକୋଷ୍ଟ ରେଲୱେ ଅଧିନରେ ଥିବା ଅଧିକାଂଶ ଷ୍ଟେସନର ଷ୍ଟେସନ ବିଲ୍ଡିଂ,…