ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାରଙ୍କ ରାସ୍ତା ନିର୍ମାଣ !
ପାରଳାଖେମୁଣ୍ଡି: ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାରଙ୍କ ଏକ ରାସ୍ତା ନିର୍ମାଣକୁ ଗଜପତି ଜିଲ୍ଲା ଅନ୍ତର୍ଗତ ଖିଙ୍ଗା ଗ୍ରାମର ଅଧିବାସୀମାନେ ବିରୋଧ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲାର କଟିୟା, ଗୁଡ଼ିଖୁଡ଼ି ଏବଂ ମାଧିଆଖୋଲା ଗ୍ରାମରେ ଆନ୍ଧ୍ର ସରକାର ଆନ୍ଧ୍ର୍ ସରକାର…