ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦ଟି ବ୍ଲକ ପାଇଁ ୩୮.୪୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୩୮.୪୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ।
ବ୍ଲକ ଗୁଡିକ ମଧ୍ୟରେ ବରଗଡ ଜିଲ୍ଲାର ବରପାଲୀ, ପୁରୀ ଜିଲ୍ଲାର ବ୍ରହ୍ମଗିରି, ରାୟଗଡା ଜିଲ୍ଲାର କାଶିପୁର,…