Latest Odisha News

BREAKING NEWS

୧୪ଟି ଜିଲ୍ଲାରେ ପବନ, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା: ୨୧ରେ ଲଘୁଚାପ ସହିତ ବନ୍ୟା ସମ୍ଭାବନା

ଭୁବନେଶ୍ୱର : ଏହି ସପ୍ତାହରେ ରାଜ୍ୟରେ ପ୍ରବଳ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷାଜଳରେ ବିିଭିନ୍ନ ସ୍ଥାନ ବେହାଲ୍ । ଜନବହୁଳ ସହର ମାନଙ୍କରେ ପ୍ରବଳ ବର୍ଷା ଯୋଗୁଁ ଜୀବନଯାପନ ବ୍ୟାହତ ହୋଇଛି, ନଦୀ ନିକଟସ୍ଥ ଗ୍ରାମଗୁଡ଼ିକରେ ବନ୍ୟା…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ବିରୋଧିଙ୍କ ତତ୍ପରତା

ନୂଆଦିଲ୍ଲୀ : ବୁଧବାର ଆରମ୍ଭ ହେଉଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ଏହି ଅଧିବେଶନ । ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ଏହି ଅଧିବେଶନର ସ୍ୱାଭାବିକ ଚାଲିବା…

ତୃତୀୟ ଦିନିକିଆ: ଇଂଲଣ୍ଡ ଜିତିଲା, ଭାରତ ୨-୧ରେ ସିରିଜ ହାରିଲା

ଲିଡସ୍ : ଉଭୟ ବ୍ୟାଟିଂ ଓ ବୋଲିଂରେ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ଇଂଲଣ୍ଡ ତୃତୀୟ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରି ସିରିଜ ବିଜୟୀ ହୋଇଛି । ୮ ୱିକେଟ ହରାଇ ୨୫୬ ରନ କରିଥିଲା । ଦଳୀୟ ସ୍କୋର ମାତ୍ର ୧୩ ରନ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା ଭାରତ ।…

ଆମ ଗାଁ ଆମ ବିକାଶ ଯୋଜନା: ମୁଖ୍ୟମନ୍ତ୍ରୀ ୬ଟି ବ୍ଲକକୁ ୩୪.୪୫୬ କୋଟି ଟଙ୍କା ମଞ୍ଜୁର କଲେ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୬ଟି ବ୍ଲକର ୧୪୭ଟି ପଞ୍ଚାୟତ ପାଇଁ ୩୪. ୪୫୬ କୋଟି ଟଙ୍କାରେ ୧୪୧୯ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ତରଭା ବ୍ଳକର ୨୧ଟି ପଞ୍ଚାୟତ ଲାଗି ୩.୫୯ କୋଟି…

ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ଭାବନା ରହିଛି – ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ଭାବନା ରହିଛି ବୋଲି ଆଜି ଓଡ଼ିଶା ରାଜ୍ୟ ସରକାର ଆଶଙ୍କା ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ରାଜ୍ୟରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା…

ପ୍ରବଳ ବର୍ଷା ଆଶଙ୍କା: ୫ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲ୍ଲାରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା…

ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ସ୍ଥଗିତ

ଭୁବନେଶ୍ୱର : ବିଗତ ୮୨୫ ଦିନ ଧରି ସମଗ୍ର ରାଜ୍ୟରେ ଚାଲିଥିବା କଳାପତାକା ଅଭିଯାନ ଆଗାମୀ ବର୍ଷା କାଳୀନ ଅଧିବେଶନ ସମାପ୍ତି ପର୍ଯ୍ୟନ୍ତ ସ୍ଥଗିତ ରହିଲା ବୋଲି ‘ଭାଷା ଆନ୍ଦୋଳନ’ ଅନୁଷ୍ଠାନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି । ଓଡ଼ିଶା ସରକାରଙ୍କ ସୃଷ୍ଟି…

ବିରଳ ଚକ୍ଷୁ ଚିକିତ୍ସା: କ୍ୟାପିଟାଲ ହସ୍ପିଟାଲରେ ଶତାୟୁଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ଭୁବନେଶ୍ୱର : ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ଼ କରିଛି । ଶହେ ବର୍ଷରୁ ଅଧିକ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହିତ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇପାରିଛି । ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ ଚକ୍ଷୁରେ…

ଗୁରୁପ୍ରୀୟା ସେତୁକୁ ବିରୋଧ କରି ମାଓବାଦୀଙ୍କ ବନ୍ଦ ଡ଼ାକରା

ମାଲକାନଗିରି : ଗୁରୁପ୍ରୀୟା ସେତୁ ଓ ଆନ୍ଧ୍ରପଦେଶର ପୋଲାଭରମ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ମାଓବାଦୀମାନେ ଆସନ୍ତା ଜୁଲାଇ ୨୦ ତାରିଖରେ ମାଲକାନଗିରି ବନ୍ଦ ଡ଼ାକରା ଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡାରେ ନବନିର୍ମିତ ଗୁରୁପ୍ରୀୟା ସେତୁର ଉଦଘାଟନକୁ ବିରୋଧ କରି ବିଭିନ୍ନ…

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ଦାମଙ୍କ ଦୃଢ ବିରୋଧ, ଛେରା ପହଁରା ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କଡ଼ା…

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ସୁପ୍ରିମ କୋର୍ଟ ଦେଇଥିବା ପ୍ରସ୍ତାବକୁ ଦୃଢ ଭାବେ ବିରୋଧ କରିଛନ୍ତି ବରିଷ୍ଠ ବିଡ଼େଡ଼ି ନେତା ଦାମୋଦର ରାଉତ । “ ହଜାର ହଜାର ବର୍ଷର ପରମ୍ପରାକୁ ଭାଙ୍ଗିବାର କ’ଣ ଆବଶ୍ୟକତା ରହିଛି? ଏହି ପାରମ୍ପରିକ ରୀତିନୀତି ଦେଶରେ ପାର୍ଲିଆମେଣ୍ଟ…