Latest Odisha News

BREAKING NEWS

୨୦୧୯ର ଶେଷ ସୂର୍ଯ୍ୟପରାଗ: ଜାଣନ୍ତୁ, କେଉଁଠି ହେବ ଦୃଶ୍ୟମାନ

ଭୁବନେଶ୍ୱର: ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ, କେତୁ ଯେଉଁ ଛାୟା ଗ୍ରହ ଅଛନ୍ତି ସେମାନେ ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଗ୍ରାସ କରିଲେ ତାହା ଗ୍ରହଣ ବା ପରାଗ ହୋଇଥାଏ । ଏହି ସୂର୍ଯ୍ୟପରାଗ ଡିସେମ୍ବର ୨୬ ତାରିଖରେ ଏସିଆ,…

ଆସନ୍ତା ଜାନୁଆରୀ ୬ରୁ ୨୫ତମ ଗ୍ଲୋରି ଫେଷ୍ଟ ଆରମ୍ଭ

ପୁରୀ: ପୁରୀର ଯୁବ ସାଂସ୍କୃତିକ ଅନୁଷ୍ଠାନ ‘ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର’ ପକ୍ଷରୁ ଆସନ୍ତା ଜାନୁଆରୀ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୨୫ତମ ଗ୍ଲୋରି ଫେଷ୍ଟ-୨୦୨୦ ଆୟୋଜିତ କରାଯାଉଛି । ଏହି ସମାରୋହରେ ଯୋଗଦାନ ଲାଗି ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୧ହଜାର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୨୬-୧୨-୨୦୧୯ ଗୁରୁବାର *-ଜ୍ଯୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା୨୬ ରିଖ ଗୁରୁବାର ଧନୁ ୧୧ ଦିନ ପୌଷ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ଭୁକ୍ତ ପ୍ରତିପଦା ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-:…

୨୦୧୯ ବର୍ଷର ଶେଷ ସୂର୍ଯ୍ୟପରାଗ: କେତେ ଶୁଭ କେତେ ଅଶୁଭ

ଭୁବନେଶ୍ୱର: ପୁରାଣ କଥା ଅନୁସାରେ ରାହୁ, କେତୁ ଯେଉଁ ଛାୟା ଗ୍ରହ ଅଛନ୍ତି ସେମାନେ ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଗ୍ରାସ କରିଲେ ତାହା ଗ୍ରହଣ ବା ପରାଗ ହୋଇଥାଏ । ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି । ଏହିଦିନ ମଧ୍ୟ ଗୁରୁବାର, ପୌଷ ଅମାବାସ୍ୟା । ଏହି ଦିନରେ…

ସାବଧାନ ! ସୂର୍ଯ୍ୟପରାଗ ସମୟରେ କ’ଣ କରିବା ଅନୁଚିତ୍ ଜାଣନ୍ତୁ…

ଭୁବନେଶ୍ୱର: ଗୁରୁବାର ୨୬ ତାରିଖ  ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ସମ୍ପୂର୍ଣ ଭାରତରେ ଦୃଶ୍ୟମାନ ହେବ ଏହି ପରାଗ କାଳର ଅବଧି (ଘ୦୩/୦୯ମି)ତିନିଘଣ୍ଟା ନଅ ମିନଟ ରହିବ ,ପରାଗସ୍ପର୍ଶ ଦିବା ଘ୦୮.୨୦ ମିନଟ ରେ ହେବ ପରାଗ ମଧ୍ୟକାଳ ଦିବା ଘ ୦୯/୫୪ ମିନଟ ଏବଂ ପରାଗ…

୪ ବର୍ଷ ପରେ ଫେଡ୍ କପ ଟିମକୁ ଫେରିଲେ ସାନିଆ

ମୁମ୍ବାଇ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ୪ ବର୍ଷ ପରେ ଫେଡକପ ଟିମରେ ସ୍ଥାନ ପାଇଛନ୍ତି । ଏସିଆ ଓସିଏନ ଗ୍ରୁପ ଏ’ ମୁକାବିଲା ପାଇଁ ସାନିଆଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଅଙ୍କିତା ରୈନା, ରିୟା ଭାଟିଆ ଋତୁଜା ଭୋଁସେଲ ଓ ଅଧିନାୟକ କରଗନ କୌର ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି ।…

ଦମଦାର ଫିଚର୍ସ ସହ ୨୦୨୦ରେ ‘ମହିନ୍ଦ୍ରା ଥର୍’ ଖୁବଶୀଘ୍ର ଭାରତରେ ହେବ ଲଞ୍ଚ…

ଭୁବନେଶ୍ୱର: ଭାରତୀୟ ଅଟୋମୋବାଇଲ ବଜାରରେ ମହିନ୍ଦ୍ରା ଗାଡିର ଅଲଗା କ୍ରେଜ ଅଛି | ଯେତେବେଳେ ବି ଅଫ ରୋଡ଼ ଗାଡି କଥା ଉଠେ ସବୁଠୁ ପ୍ରଥମେ ମହିନ୍ଦ୍ରା ଥର ନାଁ ଆଗକୁ ଆସେ | ଏବେ ମହିନ୍ଦ୍ରା ନିଜର ଏହି ଅଫ ରୋଡ଼ ଗାଡି କୁ ଆଗାମୀ ବର୍ଷ ୨୦୨୦ ରେ ନୂଆ ଅବତାର ସହ ଗ୍ରାହକଙ୍କୁ ଭେଟିଦେଵ |…

ଅଟଳଜୀଙ୍କର ଓଡିଶା ପ୍ରତି ସ୍ନେହ ଓ ମୋହ ଥିଲା ଅତୁଟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅଟଳଜୀଙ୍କର ଓଡିଶା ପ୍ରତି ପ୍ରେମ ଓ ସ୍ନେହ ଅତୁଟ ଥିଲା । ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାର ଓଡଶା ଗସ୍ତର ପୁରୁଣା ଫଟୋ ଟ୍ୱିଟ କରି ଇତିହାସର ସ୍ମୃତକୁ ଉଜ୍ଜିବୀତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ସୂର୍ଯ୍ୟପରାଗ ପାଇଁ ୨୬ ତାରିଖରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତାକାଲି ସୂର୍ଯ୍ୟପରାଗ ନିମନ୍ତେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଛୁଟି ପରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଙ୍ଗଲବାର ଦିନ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ…

ପ୍ରାଇଭେଟ୍ କୋଚିଂ ସେଣ୍ଟରକୁ ସରକାରଙ୍କ ନାଲି ଆଖି; ସ୍କୁଲ ପାଠପଢା ବ୍ୟାଘାତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସ୍କୁଲ ଏବଂ ଜୁନିୟର କଲେଜରେ ପାଠପଢ଼ା ସମୟରେ ଘରୋଇ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟର ବନ୍ଦ ରହିବ । ପୂର୍ବରୁ ଏପରି ବ୍ୟବସ୍ଥା ଲାଗୁ କରିବା ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦାବି ହୋଇଥିବା ବେଳେ ଖୁଶୀଘ୍ର ଏପରି ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଫଳରେ…