କ୍ୱାରେଂଟିନ ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର: କ୍ୱାରେଂଟିନ୍ ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସବୁ ପ୍ରବାସୀ ୧୪ ଦିନ ଯାଏଁ ପୃଥକବାସରେ ରହିବାକୁ ବାଧ୍ୟତାମୂଳକ। ଆଜି ପ୍ରବାସୀ ଅମାନିଆଙ୍କୁ ଏଭଳି କିଛି କଠୋର ବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
ସେ କହିଛନ୍ତି, ବାହାରୁ ଆସୁଥିବା ସମସ୍ତ…