ରେସଲିଂ ସେନସେସନ୍ ଗୀତା ଫୋଗଟ ହେଲେ ମାଆ…
ନୂଆଦିଲ୍ଲୀ: ଭାରତର ଦକ୍ଷତାସମ୍ପନ୍ନ ମହିଳା ରେସଲର ଗୀତା ଫୋଗଟ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଗୀତା ଯୁବ ରେସଲର ପୱନ କୁମାରଙ୍କୁ ଭଲ ପାଇ ୨୦ ନଭେମ୍ବର ୨୦୧୬ରେ ବିବାହ କରିଥିଲେ । ଉଭୟ ମା’ଏବଂ ସନ୍ତାନ ସୁସ୍ଥ ଅଛନ୍ତି ।
ମହାବୀର ଫୋଗଟଙ୍କ ଉପରେ ଆଧାରିତ ବଲିଉଡ ଫିଲ୍ମ ଦଙ୍ଗଲରେ…